ପିପିଲିପାଲି ଯୁବକ ସଙ୍ଘ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ସ୍ସ୍ଥିତ ପିପିଲିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଆଜି ପିପିଲିପାଲି ଯୁବକ ସଙ୍ଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କରୋନା ଯୋଦ୍ଧା ସମ୍ମାନରେ ସଂକଳ୍ପ ପରିବାର, ବରଗଡ଼କୁ ସମ୍ମାନିତ କରାଯାଇଥିଲା ।!-->…
Read More...
Read More...