Browsing Tag

bargarh news

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ୬ ଘଣ୍ଟା ଧରି ରାସ୍ତା ଅବରୋଧ : ଚାଷୀ ନେତା ଗିରଫ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ନିକଟରେ ଆଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ କୃଷକଙ୍କ ୪ ଦାବୀରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ସନ୍ଧ୍ୟା
Read More...

କୋଭିଡ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ନିଷ୍ଠାପର କୋଭିଡ ଡ୍ୟୁଟି କରି ଶେଷରେ କୋଭିଡ ସପ୍ସକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିସ ଏଏସଆଇ ମୋନୋଜ ହୋତାଙ୍କ ଧର୍ମ ପତ୍ନୀଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିଥିଲେ। ସରକାରଙ୍କ ଘୋଷଣା ମୁତାବକ
Read More...

ଦିବ୍ୟାଙ୍ଗ ଦିବସ ରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଡିସେମ୍ବର ୩ ତାରିଖକୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଇବା କଥା । କିନ୍ତୁ ବରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶାରାରିକ ଅକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଜିଲ୍ଳାକୁ
Read More...

ଗୋଡଭଗା ଛକରୁ ଅଚେତ ଅବସ୍ଥାରେ ପଡିଥିବା ବୃଦ୍ଧା ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ଗୋଡଭଗା ଛକରେ ଦୀର୍ଘ ତିନି ଚାରି ଦିନ ହେବ ଜଣେ ଅଜଣା ବୃଦ୍ଧା ପଡି ରହିଥିଲେ । ତାଙ୍କ ବୟସ ପାଖାପାଖି ୬୦ବର୍ଷ ହେବ । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଛକରେ ପଡିଥିବା ଦେଖି ସ୍ଥାନୀୟ ସମାଜସେବୀ ପ୍ରେମରାଜ ପ୍ରଧାନ ନିଷ୍ଠା ପରିବାରକୁ ଖବର ଦେଇଥିଲେ ।
Read More...

ଭଟଲି ଦଧିବାମନ ଡିଗ୍ରୀ କଲେଜର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଳକ ସ୍ଥିତ ଦଧିବାମନ ଡିଗ୍ରୀ କଲେଜର ପ୍ରଶାସନିକ ଭବନ, ଶ୍ରେଣୀ ଗୃହ ଏବଂ କ୍ୟାଣ୍ଟିନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା
Read More...

କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଟିମ୍

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ଭୁବନେଶ୍ୱରରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ସ୍ଥାନ ବୁଲି ଦେଖିଥିଲେ । ଏହା ସହିତ ଜିଲ୍ଲାର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବୈଠକରେ ଏଥିପାଇଁ ପ୍ରସ୍ତୁତ
Read More...

ବରଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ରାସ୍ତାକୁ ଓହ୍ଲାଇଲା ଆମ୍‌ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ପୁରୁଣା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଏବେ ବିପର୍ୟ୍ୟସ୍ତ ହୋଇପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ବି ପୂରଣ ହୋଇନଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସେହିପରି ଜିଲ୍ଲାରେ ୨୭୩ଟି
Read More...

ମଣ୍ଡିରେ ଧାନ କଟ୍‌ନି ଛଟ୍‌ନି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ୧୮୫ ମାର୍କେଟ ୟାର୍ଡରେ ଇତି ମଧ୍ୟରେ ଧାନ ସଂଗ୍ରହ ଚାଲିଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ମିଲର୍ସଙ୍କ କଟନି ଛଟନିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା
Read More...

ମହିଳା ହିଂସା ନିରୋଧ ଉପରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ଼ ସଂଯୁକ୍ତ ଯୁବ ସଂଗଠନ ତରଫରୁ ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ, ବରଗଡ଼ ଠାରେ ମହିଳା ହିଂସା ନିରୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର ସଭାପତିତ୍ବ
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଉଦ୍ଧାର ଓ ଚିକି‌ତ୍ସା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୨୩ ତାରିଖ ବରଗଡ ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ତରଫରୁ ବୃଦ୍ଧ ଦମ୍ପତ୍ତି ହରିଶ ଚନ୍ଦ୍ର ପ୍ରଧାନ(୮୦) ଓ ପ୍ରତିମା ପ୍ରଧାନ(୬୮)ଙ୍କୁ ଉଦ୍ଧାର କରାଯାଇଥିଲା । ମଉସାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କର ଏକ ମେଜର ସର୍ଜରୀର
Read More...