Browsing Tag

bargarh news

ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୨୦ତମ ଶ୍ରାଦ୍ଧ ଦିବସ ବରପାଲି ଗଙ୍ଗାଧର କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନୃତ୍ୟ ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମହେନ୍ଦ୍ର ମେହେର ପରିଚାଳନା
Read More...

ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ବରଗଡ଼ରେ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌‌ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ । ଏହି
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୁଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ମେସିନ ମହିଳା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି । ଏହା
Read More...

ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଳାରେ ବନ୍ଦ ହେଉଥିବା ୨୭୩ ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି । ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁର ଅଭିଭାବକମାନେ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଳାପାଳଙ୍କ ଠାରେ
Read More...

ବୃଦ୍ଧାଙ୍କ ମୃତ ଶରୀର ଦୀର୍ଘ ଦୁଇ ଦିନ ପଡ଼ି ରହିଲା, କେହି ପାଖ ମାଡ଼ିଲେନି : ଶେଷରେ ଶବ ସତ୍କାର କଲା ସଂକ‌ଳ୍ପ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକ‌ଳ୍ପ ପରିବାର ତରଫରୁ ଆଜି ବରାହଗୋଡା ଶ୍ମଶାନ ଘାଟରେ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ବରାହଗୋଡା ଗୌରାଙ୍ଗ ଟିକିରାରେ ଜଣକର ଘରେ ରହି ତାଙ୍କର ଗାଈ ଚରାଉ ଥିଲେ । ଗାଇ ଠୁ ଗୋରସ ସଂଗ୍ରହ
Read More...

ଡା.କୃପାସିନ୍ଧୁ ଭୋଇଙ୍କର ୧୭ତମ ଶ୍ରାଦ୍ଧ ବାର୍ଷିକ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଦରଦୀ ବନ୍ଧୁ ସ୍ବର୍ଗତ ଡା କୃପାସିନ୍ଧୁ ଭୋଇଙ୍କର ୧୭ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଥିଲା । ଏହି ସଭାରେ ଡ଼ା ଭୋଇ ଙ୍କ ସ୍ମୃତି ଚାରଣ କରାଯିବା ସହିତ
Read More...

ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମାଟିର ସୁନାମଧନ୍ୟ ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶତାଧିକ ମଂଚ ନାଟକରେ ଅଭିନୟ କରି ସାରା ଓଡ଼ିଶାର ନାଟ୍ୟଜଗତରେ ସୁପରିଚିତ ସ୍ୱର୍ଗତ ଆଚାର୍ଯ୍ୟ
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭାର ସବୁଠାରୁ ବଡ ଗାଁ କଟାପାଲି ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ଓ କଟାପାଲି ଯୁବଗୋଷ୍ଠୀର ମିଳିତ ସହଯୋଗରେ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ
Read More...

ବରଗଡ଼ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୫ମ ଜିଲ୍ଲା ପରିଷଦର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ
Read More...

ନିଷ୍ଠା ପରିବାର କଲେ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ଧୁସରବାହାଲ, ସୋହେଲାର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ ହୋଥିଲେ । ପ୍ରଶାସନ ଠାରୁ ଖବର ପାଇ ତାଙ୍କ ନିଜ ସଂପର୍କିୟ କେହି ନଥିବାରୁ ନିଷ୍ଠା ପରିବାର ବଢାଇଛି ସାହାଯ୍ୟର ହାତ । କାଳବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି କାଠ
Read More...