କଲବଲ ଜୀବନକୁ ରକ୍ତ ସମ୍ପର୍କୀୟ ମଧ୍ୟ ସାହା ହେଲେ ନାହିଁ : ମୃତ୍ୟୁ ପରେ ଶେଷକୃତ୍ୟ ସମାପନ କଲେ ସ୍ୱେଚ୍ଛାସେବୀ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗୁରୁପାଲି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଜୀବିତ ଅବସ୍ଥାରେ କଲବଲ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ ଖବର ପାଇବା ପରେ ମଧ୍ୟ ପରିବାର ଲୋକେ ଆସିବାକୁ କୁଣ୍ଠା!-->…
Read More...
Read More...