Browsing Tag

bargarh news

ଧର୍ମପରାୟଣା ମହିଳାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ନିର୍ବାଚନ ମଣ୍ଡଳୀ ଭଟଲି ବ୍ଳକ ଜଡାମୁଣ୍ଡା ଗ୍ରାମର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶୀଭୂଷଣ ନାୟକ ମାତାଙ୍କ ଦ୍ୱାଦଶାହରେ ବରଗଡ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ
Read More...

ଅମ୍ବାପାଲି ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଅତାବିରାର
Read More...

ଅତାବିରାରେ ଆଞ୍ଚଳିକ ବାରିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ବିଦାୟ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବିଶ୍ୱେଶ୍ୱର ଭବନ ଠାରେ ଆଞ୍ଚଳିକ ବାରିକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ରଘୁନାଥ ବାରିକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ ହୋଇ
Read More...

ଅତାବିରା ଏବିଭିପି ନଗର ଶାଖା ପକ୍ଷରୁ ନୂତନ କାର୍ଯ୍ୟକାରୀ ସଦସ୍ୟ ଚୟନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସୁବର୍ଣ୍ଣ ସମୟରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,
Read More...

ବୁଣାକାରଙ୍କ ସଚେତନତା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ୟ୍ୟାଳୟର ସହଯୋଗୀତାରେ ଆୟୋଜିତ
Read More...

ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ୱାର୍ଡରେ ଦିଆଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏବେ ବ୍ୟାଙ୍କ ଖାତାକୁ ଦେବେ ବୋଲି କହି ଫେରେଇ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁ ଅସହାୟ, ଦୁର୍ବଳ, ନିରକ୍ଷର, ବୟସ୍କ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବାକୁ ଅସମର୍ଥ ଅଟନ୍ତି ।
Read More...

ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା : ଅଭିଯୁକ୍ତ ପୋଲିସଙ୍କୁ ଗିରଫ ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ୟଧାନ) : ବରଗଡ଼ର ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମରେ ୩୦୨ କେସ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସେହିପରି ମୃତକଙ୍କ ପରିବାରକୁ ୧ କୋଟି
Read More...

ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲ ସମ୍ମୁଖରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ପାଣିଛତ୍ର ଅଞ୍ଚଳର ରେହେମାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୦୮/୦୯/୨୧ରେ ସେ ବିବାହ କରିଥିଲେ । ଗଣେଶ ରାଇସ
Read More...

ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ହୋଇଥିବା ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରି ସ୍ଥାନୀୟ ଥାନା ଛକ ଠାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହାପରେ ଏକ ବାଇକ ରାଲିରେ ବାହାରି ଅଗ୍ରସେନ ଛକ, ଭଟଲି ରୋଡ଼ ଭଟଲି ଛକ,
Read More...

ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ସୌଖୀନ ରଙ୍ଗମଂଚଠାରେ ମହାନ ଚିନ୍ତାନାୟକ ତଥା ରାଜନେତା କିଶନ ପଟ୍ଟନାୟକଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି । କିଶନ ପଟ୍ଟନାୟକ ସମତା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉତ୍ପନ୍ନ ଭୋଇ ସଭାପତିତ୍ୱ କରିଥିଲେ ।
Read More...