Browsing Tag

bargarh news

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି (ଗ୍ରାମ ବିକାଶ) ପାତରପାଲି, କୁରୁଆଁ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରଗଡ଼ରେ ଏକ ସ୍ୱେଛାକୃତ ରକ୍ତଦାନ
Read More...

କୋଭିଡ କଟକଣା ମଧ୍ୟରେ ବରଗଡ଼ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ କଟକଣା ମଧ୍ୟରେ ବରଗଡ଼ର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଗୌରପଡା, ଅମ୍ବାପାଲି ସ୍ଥିତ ବେଣୁବାବା ମଠ, କଲେଜ ରୋଡ଼ ରାଧାକୃଷ୍ଣ ମନ୍ଦିର, ହାଟପଦା ରାଧାକୃଷ୍ଣ ମନ୍ଦିର ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ
Read More...

ସୌମ୍ୟକାନ୍ତ ବଲିଆରସିଂ ପୋଲିସ ପଦକରେ ସମ୍ମାନିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ପୋଲିସରେ କାର୍ଯ୍ୟରତ ଏସଆଇ ସୌମ୍ୟକାନ୍ତ ବଲିଆରସିଂ ଆଜି ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଜି ରାଉରକେଲା ଠାରେ ଅନୁଷ୍ଠିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଥିଲେ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ବିଜେପୁର ବିଡ଼ିଓ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲାର ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଯିବା ଘଟଣା ଦୁର୍ନୀତି ଖୋର ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।
Read More...

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହରି ମିଶ୍ର ଏବଂ ସୁଶିଲାଙ୍କୁ ଶୁଭେଚ୍ଛା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ବରଗଡ଼ର ବର୍ଷିଆନ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସହରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି
Read More...

ବରଗଡ଼ରେ ଆପ୍ କାର୍ଯ୍ୟାଳୟ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ଓ ପଂଚାୟତ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ଦେଖା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଏଥିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ରହିଛି । ଶନିବାର ଆପ୍ ନିଜର ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିବା ସହ ବରଗଡ଼ର ଜନ
Read More...

ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ଦୟାନିଧି ପ୍ରଧାନଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ
Read More...

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରରେ ଚାଳିଛି ନିଶା କାରବାର । ଥାନା ନିକଟରେ ଥିବା ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଗତକାଲି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍‌ଜେଲରେ କାର୍ୟ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...