Browsing Tag

bargarh news

ଲଖିମ୍‌ପୁର ଚାଷୀମାନଙ୍କ ଉପରେ ଗାଡି ଚଢାଇବା ଘଟଣା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ୩ ତାରିଖରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାରରଞ୍ଜନ ମହାନନ୍ଦଙ୍କ
Read More...

ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଆଜି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର
Read More...

ବରଗଡ଼ ଟାଉନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ ଦଫା ଦାବୀରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୪ ଦଫା ଦାବୀ ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜର ନିର୍ମାଣ
Read More...

ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ବିଜେପିର ତହସିଲ ଅଫିସ ଘେରାଉ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବୀରେ ଆଜି ଭାଜପା ପକ୍ଷରୁ ବିଜେପୁର ତହସିଲ ଅଫିସ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପୁରରେ ସଂଗଠକ ସନତ ଗଡତୀୟାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ
Read More...

ଚାଷୀ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖିରୀରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଗଲା । ଚାଷୀମାନଙ୍କ ଉପରେ ଗାଡି ଚଲେଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ହତ୍ୟା କଲେ, ଏହି ଘଟଣାର ତୀବ୍ର ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି ବରଗଡ଼ । ଦୋଷୀଙ୍କ ବିରୋଧରେ ଦୃଢ଼
Read More...

ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପଶ୍ଵିମ ଓଡିଶା ଯୁବା ମଞ୍ଚ(ଡବ୍ଲୁଓୱାଇଏମ୍‌) ଦ୍ବାରା ପବିତ୍ର ନୂଆଁଖାଇ ଭେଟ୍‌ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉତ୍‌ଥାନର ଆୟୋଜନ ବଲାଙ୍ଗିରର ହୋଟେଲ ସ୍ବୟମ୍ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡବ୍ଲୁଓୱାଇଏମ୍‌ ତରଫରୁ ନିଷ୍ଠା ପରିବାରକୁ
Read More...

ବର୍ହାଗୋଡା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ ବଡ଼ମାଲ ଓ ପୁଟୁରୁପାଲି ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗ୍ରାମାଞ୍ଚଳ କ୍ରୀଡ଼ାରେ ଫୁଟବଲ ଖେଳର ସ୍ଵତନ୍ତ୍ର ସ୍ଥାନ ରହିଛି । ବର୍ହାଗୋଡାରେ ଗତ ଗତକାଲି ଠାରୁ ୯ ଦିବସିୟ ମା' ପଆଁରାପାଟ କପ ୨୦୨୧ ପ୍ରଥମ ରନିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜି ଦ୍ଵିତୀୟ ଦିନ ଖେଳରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା
Read More...

ଇପିଏଫ୍‌ର ‘ପ୍ରୟାସ’ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ କାରଖାନାଠାରେ ଏମ୍‌ପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ରାଉରକେଲା ପକ୍ଷରୁ 'ପ୍ରୟାସ' ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଜଣେ କିରଖାନା ବା ଇପିଏଫ ପେନ୍‌ସନ୍‌ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନରେ ହିଁ
Read More...

ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୁଷ୍ଠାଶ୍ରମରେ ଗଛ ଲଗାଇଲେ ଶିକ୍ଷୟତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ପରିବେଶ ସୁରକ୍ଷା ପାଇଁ ଅତାବିରା ଏନ୍ଏସି
Read More...

ଲୋକକଳା ଗ୍ରାମ କୁମ୍ଭାରୀର ୩ୟ ବାର୍ଷିକ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକକଳା ଗ୍ରାମ କୁମ୍ଭାରୀର ତୃତୀୟ ବାର୍ଷିକ ଉତ୍ସବ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକକଳା ସଂଘ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...