Browsing Tag

bargarh news

ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ସମସ୍ୟା ସମାଧାନ ପାଇଁ ଦାବୀ କଲା ସିୱାଇଏସ୍‌ଏସ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସ୍‌ଏସ୍‌ ତରଫରୁ ଜିଲ୍ଲା ସଭାପତି ପୌଲସ୍ତ୍ୟ ସାହାଙ୍କ ଅଧ୍ୟକ୍ଷତାରେ ଏକ ଦାବୀପତ୍ର ପ୍ରଦାନ
Read More...

ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଆଣିଲେ

ବରଗଡ, (ନିରୋଜ କୁମାର ପାଣୀ) : ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଫାଇନାଲ୍‌ରେ
Read More...

ବିଜେପୁରଠାରେ ଜାତୀୟ ପୋଷଣ ସପ୍ତାହ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜେପୁର ଖେଳ ପଡିଆଠାରେ ଓଡିଶା ମିଲେଟ୍‌ ମିଶନ ପକ୍ଷରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍‌ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ବିଜେପୁର ତହସିଲଦାର ଅଶ୍ୱିନୀ କୁମାର ଦାଶ
Read More...

ପ୍ରତାପ ଚନ୍ଦ୍ର ନାୟକ ହେଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ

ବରଗଡ, (ନିରୋଜ କୁମାର ପାଣୀ) : ଯୁବନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ନାୟକ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବରେ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇଥିବା ପ୍ରତାପ ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ ଛାତ୍ର କଂଗ୍ରେସରେ ରାଜନୀତି କରି
Read More...

ଗାଇସିଲେଟ୍‌ ବ୍ଲକର ଗଣ ବଳାତ୍କାର ଓ ଘର ପୋଡ଼ି ମାମଲା : ପୁଣି ଗର୍ଜିଲେ ଆନ୍ଦୋଳନକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଏବଂ ଘର ପୋଡ଼ି ମାମଲାକୁ ନେଇ ଆନ୍ଦୋଳନ । ଆଜି ପୁଣି ଗର୍ଜିଲେ ଆନ୍ଦୋଳନକାରୀ । ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏ ପର୍ଯ୍ୟନ୍ତ ୭
Read More...

୨ କୋଟି ଟଙ୍କାର ଗ୍ରୀଡ଼ ସବ୍‌ଷ୍ଟେସନ ଖତ ଖାଉଥିବା ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ
Read More...

ନୂଆଁଖାଇରେ ଯୁକ୍ତ ୩ ନାମଲେଖା : ବିରୋଧ କଲେ ଏଭିବିପି ଏବଂ କୋଶଳ ସେନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ସଂଗଠନ ଏଭିବିପି ଏବଂ କୋଶଳ ସେନା ବିରୋଧ କରିଛନ୍ତି । ନୂଆଁଖାଇରେ ନାମଲେଖାକୁ ବିରୋଧ କରି ଆଜି
Read More...

ଜିଲ୍ଲାରେ ମରୁଡି ପରିସ୍ଥିତିରୁ ନଜର ହଟେଇବା ପାଇଁ ବିଜେଡି ସାର ଆନ୍ଦୋଳନ କରୁଛି : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପାଇଁ ବ୍ୟବହୃତ ରାସାୟନିକ ସାରର ଅଭାବୀ ପରିସ୍ଥିତିକୁ ନେଇ ଶାସକ ବିଜୁ ଜନତା ଦଳ ଏବେ କେନ୍ଦ୍ରକୁ ଦାୟୀ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ଏବେ ସାଙ୍ଘାତିକ ହେବାକୁ ଯାଉଥିବାରୁ ଶାସକ ଦଳ ଲୋକଙ୍କ ନଜର
Read More...

ଚାଷ ଜମିକୁ ଯିବା ପାଇଁ ଚାଷୀଙ୍କୁ ମିଳୁନି ରାସ୍ତା : ଅଫିସ୍ ଧାଇଁ ଧାଇଁ ଚପଲ ଛିଣ୍ଡୁଛି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ତହସିଲଦାରଙ୍କୁ ବାରମ୍ବାର ଲେଖି ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଏବଂ ଆମେ ଇନ୍‌କୁଆରୀ ପାଇଁ ଆର୍‌ଆଇଙ୍କୁ ପଠେଇବୁ ପଠେଇବୁ କହି ବର୍ଷ ବର୍ଷ ବିତିଗଲେ ମଧ୍ୟ ଚାଷୀଙ୍କୁ ମିଳୁନି ରାସ୍ତା । ଚାଷୀମାନେ
Read More...

ଓଡ଼ିଶାକୁ ସାର ଯୋଗାଇବା ଦାବୀରେ ବିଜେଡ଼ିର ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ସାରର ଅଭାବ ଲାଗି ରହିଛି । କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ପରିମାଣରେ ସାର ଯୋଗୁଉ ନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେତେ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ
Read More...