Browsing Tag

bargarh news

ୟୁନିସେଫ୍ ସଂସ୍ଥା ତରଫରୁ ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ଟିମ୍ ତରଫରୁ ଗତକାଲି ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।ବରଗଡ ଜିଲ୍ଲାର ଗାଏସିମା ଏବଂ ଭଟଲି ଗ୍ରାମକୁ ଯାଇ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଦୁଇଟି ସର୍ବୋତ୍ତମ
Read More...

ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଶ୍ରାଦ୍ଧୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିଲନ ମଣ୍ଡପଠାରେ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭଗବାନ ମିଶ୍ର ସ୍ମୃତି କମିଟି ଦ୍ୱରା ଆୟୋଜିତ ସଭାରେ ସଭାପତି ପ୍ରୀତମ ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ
Read More...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୬ତମ ପ୍ରତିଷ୍ଠା ଦିବସ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ବରଗଡ଼ ଶାଖାଠାରେ ଏକ ରକ୍ତଦାନ ଶିବିର
Read More...

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀଙ୍କୁ ଡିଜିପି ସମ୍ମାନ ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କୁ ତଦନ୍ତ କାର୍ଯ୍ୟରେ ତତ୍ପରତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨୦-୨୧ ବର୍ଷ ସକାଶେ ଡିଜିପି ପୁରସ୍କାରରେ ସମ୍ମାନିତ କରିଯାଇଛି । ଏ ଅବସରରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ
Read More...

ବରପାଲି ମହିଳା ମହବିଦ୍ୟାଳୟର ସ୍ନାତକ ଛାତ୍ରୀଙ୍କ ସଫଳତା

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଫଳାଫଳ ଘୋଷଣା ପରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷ କରି ନୂଆ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଏହି ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ଗତ ବର୍ଷ
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଛଡେଇଗାଁ ପଞ୍ଚାୟତ ଟୁକୁର୍ଲ୍ଲା ଗ୍ରାମରେ ଥିବା ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୁକୁର୍ଲ୍ଲା ଗ୍ରାମର ମହିଳା ।
Read More...

ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବାକୁ ବରଗଡ଼ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ବୈଠକ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ପ୍ରାର୍ଥୀ ନିପନ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପରିଚାଳିତ କରାଯାଇ ବରଗଡ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି କାର୍ଯ୍ରନିର୍ବାହୀ ବୈଠକ ଆଜି ନଗର ସଭାପତି ସୁଧୀର ରଞ୍ଜନ ଜେନା ଏବଂ ବ୍ଲକ ସଭାପତି ଅନନ୍ତ ତାଣ୍ଡିଙ୍କ
Read More...

ଭାଇଚାରାର ବାର୍ତ୍ତା ଦେଲା ନୂଆଁଖାଇ ଯୋଟ ଯାଟ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଉ କେଇ ଦିନ ବାକିଥିବା ବେଳେ ଗରିବ, ଅସହାୟ, ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ଅଢ଼ିଆ ଭେଟ ଦେବା କାର୍ଯ୍ୟକ୍ରମ ନୂଆଁଖାଇ ଯୋଟ୍‌ ଯାଟ୍‌ ଅନୁଷ୍ଠିତ ହୋଇଛି । ବରଗଡ଼ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି
Read More...

ପବିତ୍ର ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୫୮ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭେଡେନ ସ୍ଥିତ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାରର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଅତିଥି ଭାବରେ ଅରୁଣ କୁମାର ପଣ୍ଡା,
Read More...

ଇସ୍କନ ପ୍ରତିଷ୍ଠାତା ପ୍ରଭୁ ପାଦଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ୱରେ ଶ୍ରୀକୃଷ୍ଣଙ୍କ ପ୍ରଚାରକ ତଥା ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଇସ୍କନର ପ୍ରତିଷ୍ଠାତା ଶ୍ରୀଲା ପ୍ରଭୁପାଦଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ସ୍ଥିତ ଇସ୍କନର ସଭ୍ୟସଭ୍ୟା ମାନେ ଶ୍ରୀକୃଷ୍ଣଙ୍କ ନାମ ଧରି ଏକ
Read More...