Browsing Tag

bargarh news

ଜନ୍ମ କଲା ମା’ର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ : ଶବ ସତ୍କାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ମା' ଜନ୍ମ ଦେଇଥିଲା ଦୁଇ ପୁଅ, ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ଲୋକ ପାଳଟିଥିବା ଉଭୟ ପୁଅ ମା'ର ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ । ଶେଷ ଥର ପାଇଁ ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ । ମା'ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ
Read More...

ବରଗଡ଼ ଏସିସି କାରଖାନା ପରିସରରୁ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସିସି ସିମେଣ୍ଟ କାରଖାନାରେ ଏକ ଟ୍ରକ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଏସିସି ସିମେଣ୍ଟ କାରଖାନା ପରିସରରୁ ଜଣେ ମୃତ ବ୍ୟକ୍ତିଙ୍କ ଶବ ମିଳିଥିଲା । ମୃତ ବ୍ୟକ୍ତି ଚନ୍ଦ୍ରମଣି ପଧାନ(୪୫), ବାପା ଲକ୍ଷ୍ମଣ
Read More...

ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣାର ପ୍ରତିବାଦରେ ଆଜି ବରଗଡ଼ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ
Read More...

ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କୁଠାରପାଲି ଗ୍ରାମର ପ୍ରହଲ୍ଲାଦ ଦାଶ(୫୭)ଙ୍କ ଶବ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପ୍ରହଲ୍ଲାଦ ଦାସ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ।ତାଙ୍କର ଚାକିରୀ କାଳରେ ସେ ଅମ୍ବାଭୋନା ୟୁପି ସ୍କୁଲରେ ଦୀର୍ଘ ୨୨ବର୍ଷ
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବଣ ଋତୁରେ ସାରା ଅଞ୍ଚଳ ଚଳଚଞ୍ଚଳ ଥିବା ବେଳେ ବରଗଡ଼ ତୁରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୂଚନା ମୁତାବକ ଆଜି ସକାଳ ଭୋର ୫ଟା ସମୟରେ ତୁରା ପ୍ରଧାନ ଟିକ୍ରାରେ ଥିବା ରୁଗୁଡିବନ୍ଧକୁ ସେହି ଗ୍ରାମର ଦେବାନନ୍ଦ ସାହୁ(୩୫) ଓ ତାଙ୍କ ସ୍ତ୍ରୀ
Read More...

ବରିଷ୍ଠ ନାଗରିକ ସଂଘର ନୂଆଁଖାଇ ଭେଟଘାଟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ମାରକ କ୍ଲବ ଗୋବିନ୍ଦପାଲି ଠାରେ ବରଗଡ଼ ଜିଲ୍ଲା ସଂଗ୍ରାମୀ ବରିଷ୍ଠ ନାଗରିକ ସଂଘ (ଫେଡେରେସନ)ର ତରଫରୁ ଗତକାଲି ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକମୁନି କଠାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣରେ ପରିବର୍ତନ ନେଇ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ସଂରକ୍ଷଣ ତାଲିକାକୁ ବାତିଲ କରି ନୂତନ ତାଲିକା ପ୍ରସ୍ତୁତ କରିବାକୁ ଗତକାଲି ଦାବୀ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ
Read More...

କରମସାନୀ ମହୋତ୍ସବ ଅବସରରେ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି ଗ୍ରାମ ଠାରେ କରମସାନୀ ମହୋତ୍ସବ ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବ୍ୟଙ୍ଗ କବିତା ଆସର ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ସଡକ ଦୁର୍ଘଟଣା : ୨ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତା ଡାଙ୍ଗ୍‌ରୁ ବର୍‌ଡୋଲ ମଧ୍ୟରେ ଆଜି ସନ୍ଧ୍ୟା ୮ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ବାଇକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ
Read More...

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉଦେଶ୍ୟରେ ବହୁସୁତ୍ର ଦାବୀ ଆଧାରିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ସେମିଷ୍ଟାର୍‌କୁ ଚାପ ଯୁକ୍ତ
Read More...