Browsing Tag

bargarh news

ଯୋଖିପାଲିରେ ଲୋକମାନଙ୍କ ପାଇଁ ବରଦାନ ସାଜିଛି ଆୟୁର୍ବେଦ ଚିକିତ୍ସାଳୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ବର୍ତମାନ ଗରିବ ଓ ଅସହାୟ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏଠାକୁ ବହୁ ଦୂର ଦୁରନ୍ତରୁ ରୋଗୀ ଆସି ସ୍ୱାସ୍ଥ୍ୟ ସେବାର ଲାଭ ନେଇ ପାରୁଛନ୍ତି । ଡ଼. ଜିତେନ୍ଦ୍ର କୁମାର ଆଚାର୍ଯ୍ୟ
Read More...

ମାଁ ଲଣ୍ଡା ବୀର ଦେବୀଙ୍କ ବଏଲ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗିଡାର ଅଧିଷ୍ଠାତ୍ରୀ ଦେବୀ ମାଁ ଲଣ୍ଡା ବୀର ଦେବୀଙ୍କ ଦଶହରା ପୂଜା ଓ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଯୁଗାର ଭୋଗ ଅର୍ପଣ କରାଯାଇଥିଲା । ବିଜେପୁର
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବିଳମ୍ବିତ ରାତିରେ ବରଗଡ଼ ଭଟଲି ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚିହ୍ନା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପହଞ୍ଚାଇଲା ସଂକଲ୍ପ ପରିବାର । ଯୁବକ ଜଣକର କିଛି ସଠିକ୍‌ ସୂଚନା ମିଳି ପାରିନାହିଁ ।
Read More...

ବିର୍ଜାମଠାରେ ମିଶନ ଶକ୍ତି ଓ ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ଗ୍ରାମଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ନବ ନିର୍ମିତ ମିଶନ ଶକ୍ତି ଏବଂ ଗୋଷ୍ଠୀ କେନ୍ଦ୍ରର ନୂତନ ଗୃହକୁ ଉଦ୍‌ଘାଟନ କରିଛନ୍ତି । ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀ
Read More...

ବିର୍ଜାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମଠାରେ ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ
Read More...

ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତାରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତାରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ ବୋଲି ଆଜି ବରଗଡ ଗାନ୍ଧୀ ସ୍ମୃତି ପାଠାଗାରରେ ବରଗଡ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ହୃଦମଣି ପ୍ରଧାନ ସ୍ମୃତି ବକୃତା ମାଳାରେ ଆୟୋଜିତ
Read More...

ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା : ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଡାକ୍ତରମାନେ
Read More...

ଓୟୁଜେ ପକ୍ଷରୁ ସାମ୍ବାଦିକ ଡ଼ମ୍ବରୁଧରଙ୍କୁ ଚେକ୍ ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବାର୍ଦ୍ଧକ୍ୟଜନିତ କାରଣ ଯୋଗୁଁ ଅସୁସ୍ଥ ଥିବା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍‌ ବରଗଡ଼(ଜାବ) ପ୍ରତିଷ୍ଠାତା ସଦସ୍ୟ ଡ଼ମ୍ବରୁଧର ରଣାଙ୍କୁ ଓଡ଼ିଶା ୟୁନିଅଫ୍ ଜର୍ଣ୍ଣାଲିଷ୍ଟ(ଓୟୁଜେ) ପକ୍ଷରୁ ସହାୟତା ରାଶିର ଚେକ ପ୍ରଦାନ କରାଯାଇଛି । ଜାବର ବରିଷ୍ଠ ସଭ୍ୟ
Read More...

ଓଡ଼ିଆ ପୁଅ ପ୍ରଶାନ୍ତଙ୍କ ପ୍ରଚେଷ୍ଟାରେ ଦୁବାଇରେ ‘ଆମର୍ ସାହିତ୍ୟ’ ୱେବ୍ ସାଇଟ୍ ଲୋକାର୍ପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଇତି ମଧ୍ୟରେ ବିଜୟା ଦଶମୀ ଦିନ ଲୋକାର୍ପିତ ହୋଇ ଯାଇଛି 'ଆମର୍ ସାହିତ୍ୟ' ୱେବ୍ ସାଇଟ୍ । ଦୁବାଇରେ ରହୁଥିବା ପ୍ରଶାନ୍ତ ମେହେରଙ୍କର ପ୍ରଚେଷ୍ଟାରେ ଓ ଅନ୍ୟାନ୍ୟ ଉଦ୍ୟମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ୱେବ୍ ସାଇଟ୍ ତିଆରି ହୋଇ କବି, ଲେଖକ, ପାଠକ ଓ
Read More...

ବିସିଏ ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିସିଏ ସ୍ନାତକ ପରୀକ୍ଷାରେ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ତିନିଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇଛନ୍ତି । ଏଞ୍ଜେଲ ବେହେରା ୮୬•୩୭% ସପ୍ତମ ସ୍ଥାନ, ଅଙ୍କିତ ନାଗ ୮୬•୧୧% ଅଷ୍ଟମ ସ୍ଥାନ
Read More...