ନବଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୮୪.୭୧ ଶତକଡା ଭୋଟ ଦାନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ଉତ୍ସାହିତର ସହ ଭୋଟ ଦେଇଥିଲେ । ୮୪୭୪ ଭୋଟରଙ୍କ ମଧ୍ୟରୁ ୭୧୭୮ ଜଣ ଭୋଟର ଭୋଟ ଦେଇ ଥିଲେ । ଯାହାକି ୮୪.୭୧ ପ୍ରତିଶତ ଅଟେ । ପ୍ରତି!-->…
Read More...
Read More...