Browsing Tag

bargarh news

ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୮୨.୬୩% ମତଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ୟ୍ୟାୟରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି । ୩ୟ ପର୍ୟ୍ୟାୟ ରେ ବରପାଲି, ବିଜେପୁର ଓ ଭେଡେନ ବ୍ଲକରେ ଭୋଟ ଗ୍ରହଣ ହୋଇଥିଲା । ୬୬ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭
Read More...

ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ସ୍ୱର୍ଗୀୟ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ବାରା ସଭାପତି ସରଦାର ପ୍ରୀତମ ସିଂଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ସଭାରେ ସମିତିର ଅଧ୍ୟକ୍ଷ ପ୍ରଫେସର
Read More...

ହାତୀର ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅଲେଖପୁର ଗ୍ରାମର ବିଲରୁ ବନବିଭାଗ ଏକ ବଣୁଆ ହାତୀର ମୃତଦେହ ଉଦ୍ଧାର କରିତିବା ଜଣାପଡିଛି । ସୂଚନା ଅନୁସାରେ ଡ୍ରେବିରଗଡ଼ ଅଭୟାରଣ୍ୟ ଜଙ୍ଗଲରୁ ଗତ ରାତି ଖାଇବା ପାଇଁ ଅଲେଖପୁର ଗାଁକୁ ଚାଲିଆସିଥିଲା । କିନ୍ତୁ
Read More...

ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଶାସନ ପ୍ରସ୍ତୁତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଲେଣି । ଜିଲ୍ଲା ପୋଲିସ ପକ୍ଷରୁ ୧୩୧ ସପ୍ସବେଦନ ବୁଥ ଗୁଡିକରେ
Read More...

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନ୍‌ଏସି ଟେକ୍ସ କଲେକ୍ଟର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି । ବିଭାଗୀୟ ସୂଚନା ମତେ
Read More...

ଆଜି ୨ୟ ପର୍ଯ୍ୟାୟ : ୩ଟି ବ୍ଲକରେ ହେବ ଭୋଟ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜିଲ୍ଲାର ୩ଟି ବ୍ଲକରେ ୨ ଲକ୍ଷ ୭୫ ହଜାର ୮୩ ଭୋଟର ଭୋଟ ଦେଇ ତାଙ୍କ ପ୍ରତିନିଧି ଚୟନ କରିବେ । ନିର୍ବାଚନ ମଇଦାନରେ ୧୬୬୦ ପ୍ରାର୍ଥୀ ରହିଥିବା ବେଳେ ୭୭୮ ବୁଥରେ ଭୋଟ ଗ୍ରହଣ
Read More...

ମୋବାଇଲ ଆଲୁଅରେ ଚାଲିଛି ଚିକିତ୍ସା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଆଲୁଅରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଖବର ମିଳିଛି । ସୂଚନା ଅନୁସାରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଟଲି ବ୍ଲକ ଅନ୍ତର୍ଗତ ଛଡେଇ ଗାଁ ପଞ୍ଚାୟତ ଟୁକୁର୍ଲ୍ଲା ସୀମାରେ ରହିଅଛି । ଏଠାରେ
Read More...

ଆଉ ୨ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଜଣେ ପ୍ରାର୍ଥୀ ଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ ସ୍ଥଗିତ ହୋଇଥିଲା । ଆଜି ପୁଣି ଆଉ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ ଅଧିକାରୀ । ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ର
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଭୋଟ ଗ୍ରହଣ କେନ୍ଦ୍ରର ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଜିଲ୍ଲାର ୪ଟି ବ୍ଲକର ୬୭ ପଞ୍ଚାୟତର ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଏଥିରେ ୨୭୨୧୩୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଇଦାନରେ ଏଥର
Read More...

ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ଯୋଗୁଁ ସ୍ଥଗିତ ହେଲା ନିର୍ବାଚନ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣେ ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ସୂଚନା ମିଳିଛି । ଆସନ୍ତା କାଲି ମତଦାନ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ
Read More...