csstore

ଉମେଶ ପଣ୍ଡା ହେଲେ ବରଗଡ଼ ବ୍ଲକ ଉପାଧ୍ୟକ୍ଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ଲକ ଉପାଧ୍ୟକ୍ଷ ପାଇଁ ଅନୁଷ୍ଠିତ ନିର୍ବାଚନରେ ଗାଏସମା ପଞ୍ଚାୟତ ସମିତି ସଭ୍ୟ ଉମେଶ ପଣ୍ଡା ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜିଲ୍ଲାର ଅନ୍ୟ ବ୍ଲକ ମଧ୍ୟରେ ଅତାବିରା ବ୍ଲକରେ ଅନନ୍ତ ମେହେର, ଅମ୍ଭାଭୋନା ବ୍ଲକରେ କମଳା ନାଏକ, ସୋହେଲା ବ୍ଲକରେ ଦିବ୍ୟ କୁମାର ପ୍ରଧାନ, ଗାଇସିଲେଟ ବ୍ଲକର ନୂତନ ଉପାଧ୍ୟକ୍ଷ ଭାବେ ଯୋଶୋବନ୍ତି ପଧାନ, ଝାରବନ୍ଧ ବ୍ଲକରେ ବିଶାଖା ବରିହା, ପାଇକମାଳ ବ୍ଲକରେ ସଞ୍ଜିବ କୁମାର ବରିହା, ବରପାଲି ବ୍ଲକରେ ଲଳିତା ବାଗ, ଭେଡେନ ବ୍ଲକରେ ଡୋଲାମଣି କ୍ଷେତୀ, ରାଜବୋରା ସମ୍ବର ବ୍ଲକରେ ସଂଯୁକ୍ତା ଚାନ୍ଦ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.