ଖେଳୁଥିବା ବେଳେ ଅଘଟଣ : ପାଇଖାନା ପାଣି ଟାଙ୍କିରେ ପଡି ଶିଶୁର ଚାଲିଗଲା ଜୀବନ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଖେଳୁଥିବା ବେଳେ ଅଘଟଣ । ପାଇଖାନା ଖୋଲା ପାଣି ଟାଙ୍କିରେ ପଡି ଜଣେ ୪ ବର୍ଷ ଶିଶୁର ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ଅଧିନସ୍ଥ ପଞ୍ଚାୟତ ଅଶୁର୍ଲା ଗାଁରେ । ଗାଁର ଗୁପ୍ତେଶ୍ଵର!-->…
Read More...
Read More...