ବଙ୍ଗୋମୁଣ୍ଡା ବ୍ଲକର ୨୪ ହାଇସ୍କୁଲ ଓ ୩ କଲେଜ ଖୋଲିଲା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ କଟକଣା ମଧ୍ୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୨୪ ଗୋଟି ହାଇସ୍କୁଲ ଓ ୩ କଲେଜକୁ ଖୋଲିବା ପାଇଁ ଆଜି ଠାରୁ ରାଜ୍ୟ ସରକାରଙ୍କ ଅନୁମତି ହୋଇଛି । ତେଣୁ ସ୍କୁଲ ପରିସର ଗୁଡିକୁ ସଫାସୁତୁରା କରାଯାଇଛି । ଶ୍ରେଣୀ କକ୍ଷ ବାହାର ଓ ଭିତରକୁ!-->…
Read More...
Read More...