ସାର-ବିହନ ବିକ୍ରିରେ ଅନିୟମିତତା ଅଭିଯୋଗ : ବ୍ଲକ କୃଷି ଅଧିକାରୀକୁ ଦାବି ଜଣାଇବା ସହ ଆନ୍ଦୋଳନ ପାଇଁ ଚେତାବନୀ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ଦିନକୁ ଦିନ ସାର ଓ ବିହନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲାଇସେନ୍ସ ପ୍ରାପ୍ତ ଡିଲର ଓ ହୋଲସେଲରମାନେ ସରକାରୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ସାର ଓ!-->…
Read More...
Read More...