ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ନର ସେବା ହିଁ ନାରାୟଣ ସେବା । ଭୀମ ଭୋଇ ସରକାରୀ ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଆସନ୍ତି । ସେମାନଙ୍କ ସହିତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମଧ୍ୟ ଆସିଥାନ୍ତି । ସରକାରୀ ଖାଦ୍ୟ କେନ୍ଦ୍ର ରବିବାର ଦିନ ବନ୍ଦ ରୁହେ , ତେଣୁ ବଲାଙ୍ଗିରର ଅଗ୍ରଣୀ!-->…
Read More...
Read More...