Browsing Tag

balangir news

ସମ୍ବିଧାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଭାରତର ସମ୍ବିଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ମୁଖ୍ୟ ଆଲୋଚକ ଭାବରେ ଯୋଗ…
Read More...

ଭୀମପାହାଡଠାରେ ମାହେଶ୍ୱରୀ ସେନା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମପାହାଡ ପର୍ଯ୍ୟଟନ ସ୍ଥଳୀ ଠାରେ ମା' ମାହେଶ୍ୱରୀ ସେନା, ବଲାଙ୍ଗିର ତରଫରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଶତାଧିକ ପର୍ଯ୍ୟଟକ ବଣଭୋଜି ଓ ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବାକୁ ଏଠାକୁ ଆସିଥାନ୍ତି ।…
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପଶ୍ଚିମ ଓଡିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଖାଉଟି ପକ୍ଷ ପାଳନ ଖାଉଟି ଦିବସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇ…
Read More...

ବଲାଙ୍ଗିର ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଜିଲ୍ଲା ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପରିଷଦ ବୈଠକରେ ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ…
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ସିନାପାଲିଠାରେ ହେବାକୁଥିବା ଗାୟତ୍ରୀ ସଂସ୍କାର ମହୋତ୍ସବ ପାଇଁ ବୈଠକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପରିଜନମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁୟାରୀ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ନାରୀ…
Read More...

୪ର୍ଥ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କାଲସାଏପାଲି ଫୁଟବଲ ଟିମ୍‌ ଚାମ୍ପିୟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ବଜରଙ୍ଗ ବଲି ଏସୋସିଏସନ କୁଦେଇପାଲି ତରଫରୁ ଚତୁର୍ଥ ବର୍ଷ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପଞ୍ଚମ ଦିନର ଖେଳରେ କର୍ଲାମୁହାଣକୁ କାଲସାଏପାଲି ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ…
Read More...

ଦ୍ଵିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ମାରକୀ ଅନ୍ତଃ ବିଭାଗ କ୍ରିକେଟ କପ୍‌ର ଦ୍ଵିତୀୟ ସଂସ୍କରଣ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ଟି ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ବନାମ କମ୍ପ୍ୟୁଟର…
Read More...

ସମ୍ବିଧାନ ଦିବସରେ ଅଲୋଡା ରହିଲେ ବାବା ସାହେବ : ଜମିର ମାଲିକାନକୁ ନେଇ ଦ୍ୱନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ଦିବସରେ ସାରା ଦେଶ ସମ୍ବିଧାନର ରକ୍ଷାକୁ ଗୁରୁତ୍ୱ ଦେବା ସହ ସମ୍ବିଧାନର ଶ୍ରଷ୍ଠା ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ ମନେ ପକାଇଥାଏ । କିନ୍ତୁ ଏଥର ସମ୍ବିଧାନ ଦିବସରେ ସହରର ଆମ୍ବେଦକର ଷ୍ଟାଡିଅମ କୁହାଯାଉଥିବା ପଡିଆରେ ଥିବା ବାବା ସାହେବଙ୍କ…
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ କର୍କଟ ରୋଗ ପରାମର୍ଶ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ବର୍ହିଃ ବିଭାଗ ଠାରେ ଆଚାର୍ଯ୍ୟ ହରିହର ସ୍ନାତ୍ତୋତ୍କର କର୍କଟ ଅନୁଷ୍ଠାନ, କଟକର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କର୍କଟ ରୋଗ ନିରୂପଣ ଓ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଏନେଇ ବଲାଙ୍ଗିର…
Read More...

ବଲାଙ୍ଗିରରେ ବିପଣନ ସହାୟତା ଉପରେ ଜାତୀୟ କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଧିଆପାଲି ସ୍ଥିତ ସ୍ୱୟଂ ହୋଟେଲରେ ବଲାଙ୍ଗିର ଓ ଆଖପାଖ ଜିଲ୍ଲାର ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକୁ ବିପଣନ ସହାୟତା ଉପରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ୧୨୧ ଏମ୍‌ଏସ୍‌ଏମ୍‌ଇ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ…
Read More...