Browsing Tag

balangir news

ବଲାଙ୍ଗିର ଠାରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସମ୍ବିଧାନ ପ୍ରଣେତା ଡ଼ ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅତିରିକ୍ତ…
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକିଆ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ବୈଠକ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସଭାପତିି ପଣ୍ଡିତ ନାମଯଜ୍ଞ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ ତଥା ସଂଯୋଜନା କ୍ରମେ ବିଭିନ୍ନ ସାଂଗଠନିକ ବିଷୟ…
Read More...

ଆମ୍ ଆଦମୀ ପାର୍ଟିର ୧୦ତମ ସ୍ଥାପନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆମ୍ ଆଦମୀ ପାର୍ଟିର ୧୦ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସ୍ଥିତ ୧୮ ନମ୍ବର୍ ୱାର୍ଡ ବିଜାଖମନ ଠାରେ ବୃକ୍ଷ…
Read More...

ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ମହିଳା ମହାବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋରଂଜନ ମିଶ୍ର,…
Read More...

ଡିସେମ୍ବର ୨୧ ଓ ୨୨ରେ ବଲାଙ୍ଗିର ଠାରେ ଗୋପାଳନ ସମ୍ମିଳନୀ ଅନୁଷ୍ଠିତ ହେବ : ସାମ୍ବାଦିକ ସମ୍ମିଳନୀରେ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗିର - କଳାହାଣ୍ଡି - ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ୨ ଦିନିଆ "ଗୋପାଳନ ସମ୍ମିଳନୀ -୨୦୨୨" ଆୟୋଜିତ ହେବ । ଏ…
Read More...

ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ବିପିନ ବିହାରୀ ବାରିକଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛିି । ଏଥିରେ ତରଣୀସେନ ଦୀପ ସଭାପତିତ୍ୱ କରି ସଂରକ୍ଷଣ ନୀତି, ମୌଳିକ ଅଧିକାର ଏବଂ ସମ୍ବିଧାନ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା…
Read More...

ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍) : ସ୍ଥାନୀୟ ତୁଳସୀନଗର ନିବାସୀ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି(୯୨) ଆଉ ନାହାନ୍ତି । ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟ୍ ସମୟରେ ସେ ସ୍ଵର୍ଗାରୋହଣ କରିଛନ୍ତି । ତାଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ତେଲିଗୋଠପଡାରେ ଡ୍ରେନ ପାଲଟିଛି ମରଣଯନ୍ତା : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲିଗୋଠପଡାସ୍ଥିତ ମୁଖ୍ୟ ରାସ୍ତାରେ ଗୋଟିଏ ବର୍ଷ ହେଲା ଡ୍ରେନ ମୁକୁଳା ହୋଇ ପଡିରହିଛି ଯଦ୍ୱାରା ପ୍ରତ୍ୟହ ଦୁର୍ଘଟଣା ସବୁ ଘଟୁଥିବା ନେଇ ଉକ୍ତ ପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଡ୍ରେନ ସମସ୍ୟାର ସମାଧାନ ପାଇଁ ପଡାବାସୀ…
Read More...

ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଆମ ରାଜ୍ୟର ନିରୀହ ସରକାରୀ ଶିକ୍ଷକମାନଙ୍କୁ ଟାର୍ଗେଟ କରୁଛି : ଶ୍ରୀମୟୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ୱର । ଗୁରୁ ହେଉଛନ୍ତି ଆମ ସମାଜର ମାର୍ଗ ଦର୍ଶକ ଏବଂ ତାଙ୍କ ସ୍ଥାନ ବହୁତ ଉଚ୍ଚରେ ବୋଲି ଆଜି ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ବିଜେପିକୁ ଟାର୍ଗେଟ କରି କହିବା ସହ ଇଲେକ୍ସନ ଆସିବ,…
Read More...

ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ମାସ ୨୬ ତାରିଖକୁ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ଡ. ଭୀମରାଓ ଆମ୍ବେଦକର ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ । ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ…
Read More...