Browsing Tag

balangir news

ଶଲାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସଂଧ୍ୟାରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭା ଗୃହ ଠାରେ ଶଲାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବଲାଙ୍ଗିର ପୌରପରିଷଦର ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଶଲାବୁଢା ଅଟଲ ବିହାରୀ…
Read More...

ଆନନ୍ଦନଗର ଠାରୁ ୧୦ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ଆନନ୍ଦନଗର ଠାରୁ ଏକ ଘରୁ ଗୋଟିଏ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଖବର ମିଳିଛି । ଖବର ଅନୁଯାୟୀ ଆନନ୍ଦନଗରର ପ୍ରଭାତ ସୁନାଙ୍କ ତାଙ୍କ ଘରେ ଏକ ସାପକୁ ଦେଖି ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସାପ…
Read More...

ନାବାଳିକା ଦୁଷ୍କର୍ମ ମାମାଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଂଡଳୀ ଅନ୍ତର୍ଗତ ଦେଓଗାଁ ଥାନାର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାଦଣ୍ଡ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ଆଜି ଏନେଇ ସୂଚନା ଦେଇଛନ୍ତି । ଦେଓଗାଁ ଥାନା କେସ୍ ନମ୍ବର ୫୦/୨୦୨୦ ୟୁ…
Read More...

କଂଗ୍ରେସକୁ ପାଲଟା ଜବାବ୍‌ ଦେଲା ବିଜେଡି

ମ୍ୟୁନିସିପାଲିଟିର ପ୍ରତ୍ୟେକ ଉନ୍ନତିମୂଳକ କାମର ଟେଣ୍ଡର ହୋଇଛି : ବିଜେଡି ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ମ୍ୟୁନିସପାଲିଟିର କାର୍ଯ୍ୟକଳାପରେ ଅନିୟମିତତା ରହିଥିବା ଅଭିଯୋଗରେ କିଛି ଦିନ ପୂର୍ବରୁ ନଗର କଂଗ୍ରେସ ଧାରଣା ଦେବା ସହ ଏଥିପାଇଁ ବିଜେଡିର ନେତୃତ୍ୱ ଓ ଶାସନ କଳକୁ…
Read More...

‘ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ’ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ, ବଲାଙ୍ଗିର ଠାରେ ବରିଷ୍ଠ କଳାକାର, ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ୮୦ତମ ଜନ୍ମଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗଦାନନ୍ଦଙ୍କ କଳା ଜଗତକୁ ଅବଦାନ ଆଲୋଚନାଚକ୍ର ଅନୁଷ୍ଠିତ…
Read More...

ଅଟଳବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ହାଇସ୍କୁଲ ଠାରେ ଶଳାବୁଢା ସିନେମାରେ ଅଭିନୟ କରି ଚର୍ଚ୍ଚାର ପାତ୍ର ଅଟଳବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ।
Read More...

ନିର୍ବିରୋଧ ହେଲା ଡିସିସିବି ବ୍ୟାଙ୍କ ଉପସଭାପତି ପଦ, ଏକା ନାମାଙ୍କନ ଦାଖଲ କଲେ ଦିପ୍ତିମୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ କଂଗ୍ରେସ ସମର୍ଥିତ ନିର୍ଦ୍ଦେଶକ ସ୍ମାରକ ମିଶ୍ର ୮- ୬ ବ୍ୟବଧାନରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପଦ ହାତେଇ ନେଇଥିଲେ । ଆଜି ଉପସଭାପତି ପଦ ପାଇଁ ନାମାଙ୍କନ ଶେଷ ତାରିଖ ଥିବା ବେଳେ ୧୩ ନଂ ଜୋନ ନିର୍ଦ୍ଦେଶକ…
Read More...

ଦ୍ୱିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କ୍ରିକେଟ କପ୍‌ ଉଦ୍‌ଯାପିତ

ଚମ୍ପିୟାନ ଆଖ୍ୟା ଅର୍ଜନ କଲା ଉଦ୍ଭିଦ ବିଜ୍ଞାନ ବିଭାଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଦ୍ୱିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ରବିବାର ଠାରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ…
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳିତ

ନିୟନ୍ତ୍ରଣ ପାଇଁ ଜନ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡ୍‌ସ ନିରାକରଣ ୟୁନିଟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଏଡ୍‌ସ ନିରାକରଣ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ସହଯୋଗରେ…
Read More...

ଉତ୍ତାରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ : ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତାରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ଡ଼ ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ…
Read More...