Browsing Tag

balangir news

ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସମସ୍ତ ଜିଲ୍ଲାର ଅଗ୍ନିବୀର ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ୨୯ ନଭେମ୍ବର ୨୦୨୫ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର (ଓଡିଶା)ର ଜମାଦାରପାଲି, ଏୟାରଷ୍ଟ୍ରିପ୍‌ରେ ସେନା ନିଯୁକ୍ତି ରାଲି
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଶପଥ ଗ୍ରହଣ ସମାରୋହ ଶ୍ରୀନୃସିଂହ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମଂଚାସୀନ ଅତିଥି ଭାବେ ନୂତନ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଶ୍ରୀନୃସିଂହ ମନ୍ଦିର
Read More...

ନୂଆଖାଇ ଭେଟଘାଟ ୨୦୨୫ ଅବସରରେ କଳାକାର ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମଠାରେ ସ୍ୱେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର ତରଫରୁ ନୂଆଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ
Read More...

ସୁରଭି ୨୦୨୫ରେ ଦମୟନ୍ତୀଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀ ନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଦମୟନ୍ତୀ ଖୁଆସ ସୁରଭି ୨୦୨୫ କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତା ପ୍ରସଙ୍ଗ - "କୃତିମ ବୁଦ୍ଧିମତା ଶିକ୍ଷଣ ଶିକ୍ଷାଦାନରେ ଶିକ୍ଷକଙ୍କର
Read More...

ଯୁବ କବି ଗଣେଶ ବାରିକଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ସକାଳ ୧୦ଟା ସମୟରେ ଯୁବ କବି ଗଣେଶ ବାରିକଙ୍କ ବାପା ପ୍ରକାଶ ବାରିକଙ୍କ ୫୨ ବର୍ଷ ବୟସରେ ବଲାଙ୍ଗିର ବ୍ଲକ ସ୍ଥିତ ବାସସ୍ଥାନ ରିନ୍ ବଚନ ଗାଁ ଠାରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରକାଶ
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ – ୨୦୨୫ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଜାତୀୟ ପ୍ରେସ ଦିବସ-୨୦୨୫ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ଆଜି ବଲାଙ୍ଗିର ପୌର ପରିଷଦ ତରଫରୁ ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କକୁ ଧରତୀ ଆବା ଭଗବାନ ବିର୍ସା
Read More...

ବଲାଙ୍ଗିରଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀରେ ଜନଜାତୀୟ ଗୌରବ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ବଲାଙ୍ଗିର ଜିଲ୍ଲାର ଜନଜାତୀୟ ଗୌରବ ଦିବସ ଭିମଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟୋରିୟମଠାରେ
Read More...

ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ଆଇଟିଆଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ହୃଷିକେଶ ଗଣ୍ଡ, ଗୋଷ୍ଠୀଉନ୍ନୟନ ଅଧିକାରୀ, ବଲାଙ୍ଗିରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ,
Read More...

୧୫୦ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖର୍ଲିକାନୀ ବିର୍ସା ମୁଣ୍ଡା ପଡିଆରେ ମୁଣ୍ଡା ସମାଜ ଖର୍ଲିକାନୀ (ଡୁଙ୍ଗୁରିପଡା)ଙ୍କ ଆୟୋଜନ କ୍ରମେ ବିପ୍ଲବୀ ଧରତି ଆବା ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଭଗବାନ ବିର୍ସାମୁଣ୍ଡାଙ୍କ ପୂଜାର୍ଚ୍ଚନା କରାଯାଇ
Read More...