Browsing Tag

balangir news

ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟିର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସର୍କିଟ ହାଉସ୍‌ ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଡାକିଥିଲେ । ଏହି ସମ୍ମିଳନୀରେ ନାଗରିକ କମିଟିର ଏକ ପ୍ରତିନିଧି ଦଳ ଯୋଗଦାନ କରି ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।…
Read More...

ବଲାଙ୍ଗିର ଜିଲ୍ଲା ଏମବିଏମଏମର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୂଲନିବାସୀ ବହୁଜନ ମିଳିତ ମହାସଂଘ (ଏମବିଏମଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ ଦିପ ସଭାପତିତ୍ୱ…
Read More...

ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟସ୍ତରରେ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟସ୍ତରରେ ମାନ୍ୟତା ମିଳିଛି । ଏଥିପାଇଁ ସାରା ଓଡ଼ିଶାର ଯୋଗ୍ୟ ବିବେଚିତ ପାଞ୍ଚଟି ଅନୁଷ୍ଠାନ ମଧ୍ୟରେ ସର୍ବାଧିକ ୯୪.୫ ପ୍ରତିଶତ ସ୍କୋର ସହ…
Read More...

ମହାଦେବ ଆଉ ମା’ ପାର୍ବତୀଙ୍କ ବାହାଘର ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଦୁଇ ଦିନ ପରେ ଦେବାଧିଦେବ ବାବା ମହାଦେବ ଆଉ ମା' ପାର୍ବତୀଙ୍କ ବାହାଘର । ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଜୋର ସୋର ହେଲାଣି । ବଲାଙ୍ଗିର ରାଧାରାଣୀପଡ଼ାରେ ପ୍ରସ୍ତୁତି ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖର ବାବାଙ୍କ ବିବାହ ଉପଲକ୍ଷେ ମା'…
Read More...

ଶିଶୁ ସ୍ୱାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱାଇସିଡିଏ ଦ୍ୱାରା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଆଟଗାଁ ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ, କେ.ପି.ଜେଡ୍‌ ଏବଂ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟଙ୍କର ମିଳିତ ସହାୟତାରେ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ୱାଇସିଡିଏର ଜିଲ୍ଲା…
Read More...

ବିଧାୟକ କଳିକେଶଙ୍କ ଦ୍ୱାରା ବଲାଙ୍ଗିର ସହରରେ ଟ୍ରାଫିକ ସେଡ଼୍‌ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଚେରୀ ଛକ ସ୍ଥିତ ଟ୍ରାଫିକ ପୋଷ୍ଟରେ ସ୍ଥାୟୀ ସେଡ ଉଦଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବଲାଙ୍ଗିରର ପ୍ରତ୍ୟେକ ଟ୍ରାଫିକ ଛକରେ ଏହି ଟ୍ରାଫିକ ସେଡର ବ୍ୟବସ୍ଥା କରାଯାଇଛି ।…
Read More...

ବଲାଙ୍ଗିର ଜିଲ୍ଲା ଏମ୍‌ବିଏମ୍‌ଏମ୍‌ର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଲନିବାସୀ ବହୁଜନ ମିଳିତ ମହାସଂଘ (ଏମ୍‌ବିଏମ୍‌ଏମ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସୋମବାର ଦିନ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ…
Read More...

ଦାମୀ କାର୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ : ଧରିଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାମୀ କାର୍‌ରେ କରୁଥିଲେ ଖେଳ । ଧରିଲା ବଲାଙ୍ଗିରର ଅବକାରୀ ବିଭାଗ । ଅବକାରୀ ଟିମ୍‌ ଫିଲ୍ମ ଷ୍ଟାଇଲରେ ଧଳା ରଙ୍ଗର ଦାମୀ ଥାର୍‌ ଗାଡ଼ିକୁ କାବୁ କରି ଧରିବାରେ ସଫଳ ହୋଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ଇନ୍‌ଚାର୍ଜ…
Read More...

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ମଣିଷଙ୍କ ଭିତରେ ମାନବିକତା କମି କମି ଆସୁଥିଲେ ମଧ୍ୟ ମଣିଷ ସମାଜରୁ ଏହା ସମ୍ପୂର୍ଣ ରୂପେ ଲୋପ ପାଇନାହିଁ । ପ୍ରଥମେ ପରିବାରରୁ ଶିଶୁମାନଙ୍କ ଭିତରେ ନୈତିକ ଓ ମୂଲ୍ୟବୋଧ ଶିକ୍ଷା ପାଇଁ ପିତାମାତା ଯତ୍ନବାନ ହେଲେ ଆଗାମୀ ଦିନରେ ଆମେ ଏକ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ଟିଟିଲାଗଡ଼ ବିଧାୟକଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବର୍ତ୍ତମାନ ସାରା ରାଜ୍ୟରେ ଅନୁଦାନ ସମ୍ପର୍କରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ…
Read More...