jayashree

ପ୍ରତାପ ସାଗର ବନ୍ଧ ବୁଲି ଦେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ପ୍ରତାପ ସାଗର ପଡା ବନ୍ଧ ପରିଦର୍ଶନ କରିଛନ୍ତି । ବିଧାୟକଙ୍କ ସହ ଲିକା ସାହୁ ଓ ମ୍ୟୁନିସିପାଲ ଇଞ୍ଜିନିଅର କୃଷ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ବିଧାୟକ ଏହି ବନ୍ଧର ପୁନଃରୁଦ୍ଧାର କାମ ଉପରେ ବେଶ ସନ୍ତୋଷ ପ୍ରକଟ କରିଥିଲେ ।

Leave A Reply

Your email address will not be published.