Browsing Tag

balangir news

ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସମଲେଶର ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମଲେଶର ଅଞ୍ଚଳର ବେଣୁ ବାଗ ଓ ତାଙ୍କ ପରିବାର ଭେଟିଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖରେ ବେଣୁଙ୍କ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏପରିକି ସେମାନଙ୍କୁ ସଂଘବଦ୍ଧ ଭାବେ ମାରଣାନ୍ତକ…
Read More...

ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ । ଏପରିକି ଗୋବିନ୍ଦ ସାହୁ ସୁଇସାଇଡ୍‌କୁ ନେଇ ସାଧାରଣରେ ନାନା କଥା ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଆଜି ମାଜିଷ୍ଟ୍ରେଟ୍ ଓ ତଦନ୍ତକାରୀ ଟିମ୍‌ଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା : ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା । ତଦନ୍ତରେ ଅବହେଳା କରିଥିବା ନେଇ ଜଣେ ୱାର୍ଡନ ଷ୍ଟାଫ ହେଲେ ନିଲମ୍ବିତ । ୱାର୍ଡନ ଜଣକ ଅକ୍ଷୟ ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ନିଜ ଗାମୁଛାରେ ଝରକାରେ ଆତ୍ମହତ୍ୟା…
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ୫୧ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ଭାଗ ନେଲେ ୧୪ ଶହରୁ ଅଧିକ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାର ୫୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ…
Read More...

ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡୋ ଯାତ୍ରାକୁ ସମର୍ଥନ କରି ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ବିଦ୍ୟାଭୂଷଣ ସଂସ୍କୃତ କଲେଜଠାରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦାବୀ ଗୁଡିକୁ ନେଇ ଏବଂ ମହାବିଦ୍ୟାଳୟରେ ହେଉଥିବା…
Read More...

ଜାମକି ଗ୍ରାମରେ ୧୨ଟି କେନ୍ଦୁ କାଠଗଣ୍ଡିକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ରେଞ୍ଜର ପଣ୍ଡ୍ରେନ୍ ବିଭାଗର ଜାମକି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ଟି କେନ୍ଦୁ କାଠଗଣ୍ଡିକୁ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍…
Read More...

ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠ ସାମାଗ୍ରୀ ଜବତ, ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲରମ୍ଭା ବିଭାଗର ରେଙ୍ଗାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଟି ଶାଳ ଗଣ୍ଡି, ୪ଟି ଶାଳ ସାଇଜ୍, ୬ଟି ଶାଳ ପଟା ଏବଂ ୨ଟି ହାତ କରତ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଏହି ଚଢାଉରେ ପାଟଣାଗଡ…
Read More...

ଜେଲ ପରିସର ଭିତରେ ଗୋବିନ୍ଦ ସୋହୁଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟାକୁ ନେଇ ଦ୍ୱନ୍ଦ

ବଲାଙ୍ଗିର/ଟିଟିଲାଗଡ, (ଦେବାଶିଷ ମିଶ୍ର) : ମଙ୍ଗଳବାର ସକାଳୁ ଜେଲ ପରିସର ଭିତରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଜେଲରେ ବିଚାରାଧୀନ କଏଦି ଭାବେ ରଖାଯାଇଥିଲା । ସକାଳୁ ପ୍ରାୟ ୯ ଟା ସମୟରେ ଗୋବିନ୍ଦ…
Read More...

ବାରପାହାଡ ମହୋତ୍ସବ ଉଦ୍‌ଯାପିତ

ବାରପାହାଡ ଦେବୀପୀଠର ଉନ୍ନତିକରଣ ହେବ : ମନ୍ତ୍ରୀ ନିରଂଜନ ପୂଜାହାରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରିବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଅର୍ଥ ଓ ସଂସଦୀୟ…
Read More...

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅପମୃତ୍ୟୁ ପରେ ମମିତା ମେହେରଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାକୁ ଚହଳାଇ ଦେଇଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ର ଶୌଚାଳୟରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ପ୍ରଘଟ ହେବା ପରେ ଏବେ ମମିତା ମେହେରଙ୍କ ଦିବଂଗତ ଆତ୍ମାକୁ ଉଚିତ…
Read More...