ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘର ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନିକଟ କଦଳୀମୁଣ୍ଡା ନର୍ସରୀଠାରେ ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଲାଇଟ ଓ ସାଉଣ୍ଡ ମାଲିକ ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ ।!-->…
Read More...
Read More...