om academy

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କଲ୍ୟାଣ ମଣ୍ଡପଠାରେ ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗଲପୁର ଫାଣ୍ଡି ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ମୁଖ୍ୟ ଅତିଥି, ହେମନ୍ତ ବେହେରା, ଉଦ୍ଧବ ତ୍ରିପାଠୀ ଓ ବିଶ୍ୱନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ସ୍ୱାଭିମାନ ପରିବାରର ସଭାପତି ରମ୍ୟ ରଞ୍ଜନ ସାହୁ, ସମ୍ପାଦକ ରିଙ୍କୁ ମିଶ୍ର ଓ ପ୍ରଦୀପ ତ୍ରିପାଠୀ ପ୍ରମୁଖ ଆୟୋଜନ କରିଥିଲେ ।

Leave A Reply

Your email address will not be published.