om academy

ରୟାଲ ସ୍କୁଲରେ ବାର୍ଷିକ କ୍ରୀଡା

jsm

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନଅଗାଁ ସ୍ଥିତ ଦ ରୟାଲ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ନିର୍ଦ୍ଦେଶରେ ଅଶ୍ୱିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ଭୋଇ, ରମାକାନ୍ତ ବିଶ୍ୱାଲ, ରୁଦ୍ର ବଗର୍ତ୍ତୀ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ଶିକ୍ଷକ ମନ୍ମଥ ବାରିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.