Browsing Tag

balangir news

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ପ୍ରାନ୍ତୀୟ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଗତକାଲି ଓ ଆଜି ଦୁଇ ଦିନ ଧରି ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଜର୍ଣ୍ଣାଲିଜମ ପରୀକ୍ଷା ଦେଲେ ପୁଞ୍ଜିଲାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଶନିବାର ଜର୍ଣ୍ଣାଲିଜମ(ସାମ୍ବାଦିକତା) ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେ ଡ଼ିଷ୍ଟାନ୍ସ ଏଜୁକେସନ ସହାୟତାରେ 'ମାଷ୍ଟର ଇନ ଜର୍ଣ୍ଣାଲିଜିମ' ପାଠ୍ୟକ୍ରମ ଅନ୍ତର୍ଗତ ପ୍ରଥମ ସେମିଷ୍ଟାରର…
Read More...

ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ । ଅପରାଧଖୋର୍‌ ଅପରାଧୀଙ୍କ ଲମ୍ବା ତାଲିକା ନେଇ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ଜମି ମାଫିଆ ଟିମନ୍‌ କୁମ୍ଭାରଙ୍କ ଘର ଓ ଅଫିସକୁ ଗତକାଲି ଟାର୍ଗେଟ କରି ଧୂଳିସାତ କରାଯାଇଛି । ଗତକାଲି ବିଳମ୍ବିତ…
Read More...

୧୪ ଦିନ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ କଲେ ତେଲିଗୋଠପଡ଼ାରେ ରହୁଥିବା ଯାଜ୍ଞସେନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୪ ଦିନ ହେଲା ନିଖୋଜ ଅଛନ୍ତି ସ୍ୱାମୀ । ସ୍ୱାମୀଙ୍କୁ ଖୋଜିବା ପାଇଁ ବଲାଙ୍ଗିରରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସ୍ତ୍ରୀ । ତଥାପି ସ୍ୱାମୀଙ୍କୁ ଏଯାଏଁ ପାଇନାହାନ୍ତି । ୧୪ ଦିନ ବିତି ଯାଇଥିଲେ ମଧ୍ୟ ହାର ମାନିନାହାନ୍ତି ସ୍ତ୍ରୀ ଯାଜ୍ଞସେନୀ ।…
Read More...

ନୂଆ ପ୍ରକାରର ପଖାଳ, ପାଟିକୁ ଲାଗେ ଭାରି ସୁଆଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆ ପ୍ରକାରର ପଖାଳ, ପାଟିକୁ ଲାଗେ ଭାରି ସୁଆଦ । ପଖାଳ କାହାକୁ ବା ଭଲ ଲାଗେ ନାହିଁ । ସମସ୍ତେ ଖରାମାସରେ ପଖାଳ ତ’ ଖାଆନ୍ତି । ହେଲେ ଏମିତି ପ୍ରକାରର ପଖାଳ ବହୁତ କମ୍‌ ଲୋକେ ଖାଇଥିବେ । ଗୋଟେ ନୂଆ ପ୍ରକାରର ପଖାଳ ରେସିପି ଆଜି ଆମେ ଜାଣିବା । ତେବେ…
Read More...

ବଲାଙ୍ଗିର ସହରରେ ହୁ ହୁ ହୋଇ ଜଳି ଉଠିଲା ଇଲେକ୍ଟ୍ରି ସ୍କୁଟି, ସହର ସାରା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ହୁ ହୁ ହୋଇ ଏକ ଇଲେକ୍ଟ୍ରି ସ୍କୁଟି ଜଳି ଉଠିଛି । ତେବେ ଏହି ସ୍କୁଟି ସର୍ଟସର୍କିଟ ଯୋଗୁଁ ଜଳି ଉଠିଥିବା ବେଳେ ଏହାର ଏକ ଭିଡିଓ ବଲାଙ୍ଗିର ସହର ସାରା ମୋବାଇଲରୁ ମୋବଇଲକକୁ ଘୁରି ବୁଲୁଛି । ଏହି ଭିଡିଓଟି ବଲାଙ୍ଗିର ସହରର ନା ଅନ୍ୟ…
Read More...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସତର୍କ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ଆହୁରି ବଢିବ ଖରା । ଏଥିପ୍ରତି ସଚେତନ ନହେଲେ ଭୋଗିବାକୁ ପଡିବ କଷ୍ଟ । ଖରାମାସର ଅଂଶୁଘାତରୁ ନିଜକୁ ରକ୍ଷା କରିବାକୁ ହେଲେ ନେବାକୁ ହେବ ବିଶେଷ ଧ୍ୟାନ । ତେବେ ଆସନ୍ତୁ କେତେକ ଦିଗ ଉପରେ ଦୃଷ୍ଟି ଦେବା ; ପ୍ରଚୁର ମାତ୍ରାରେ ପାଣି ପିଇବା ।ଅତିଜରୁରୀ…
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ନାରୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଜିଲ୍ଲାର ସମାଜସେବୀକା, ସଂଗଠନ ତଥା ପ୍ରତିଭା ସମ୍ପନ୍ନ ମହିଳାମାନଙ୍କୁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ…
Read More...

ସାଂପ୍ରତିକ ସମାଜରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ବଲାଙ୍ଗିର ସହରର ମିଶନଙ୍କ ପାଉଣ୍ଡ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ଏହି ଶୈକ୍ଷିକ ଆଲୋଚନାଚକ୍ରଟି ଆଚାର୍ଯ୍ୟ ନରେଶ ମାଥ୍ୟୁସଙ୍କ ସଭାପତିତ୍ୱ ଓ ମୁଖ୍ୟ ଅତିଥି ସ୍ୱଲପୁର ଧର୍ମାଞ୍ଚଳର…
Read More...

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଏକ ଦିବସୀୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ସଭା କକ୍ଷଠାରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ମେମ୍ବରମାନଙ୍କୁ ନେଇ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ…
Read More...