Browsing Tag

balangir news

ମହାରାଣୀସାଗରର ଉନ୍ନତିକରଣ ପାଇଁ ପୌରପାଳିକାର ଶିଳାନ୍ୟାସ

୧୨ କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗିରରେ ରାଜନୀତି ଜୋର ଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶିଳାନ୍ୟାସ କରାଯାଇଛି । ରାଜ୍ୟ
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ବିଷୟରେ ଏନ୍‌ସିଆର୍‌ଟିର ପାଠ୍ୟକ୍ରମରେ ସାମିଲ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ତତ୍‌କାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଅନ୍ୟାନ୍ୟ ଆଦିବାସୀ ସଂଗ୍ରାମୀଙ୍କ ସହିତ ମିଶି ଏହି ଲଢେଇ କରିଥିଲେ । ଗଞ୍ଜାମର ଘୁମୁସର ଅଞ୍ଚଳରୁ
Read More...

ଜିଲ୍ଲାରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ବଲାଙ୍ଗିର ପୋଲିସର ତନାଘନା ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଅପରାଧିଙ୍କ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପୁଲିସ ଥାନାଗୁଡିକରେ ବଳିମ୍ବିତ ରାତ୍ରୀରେ ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା
Read More...

୯୨୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହିରୋ ସୋରୁମ୍‌ ନିକଟରୁ ପଶ୍ଚିମବଙ୍ଗର ମାଲବାହୀ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି । ତେବେ ଜବତ ଗଞ୍ଜେଇକୁ ସ୍ଥାନୀୟ ରିଜର୍ଭ ବ୍ୟାରେକ୍‌କୁ ଆଣି
Read More...

ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ବିଜେଡି ନେତା ଓ ମ୍ୟୁନିସିପାଲିଟି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୪ ପରବର୍ତ୍ତୀ ସମୟରୁ ବଲାଙ୍ଗିରର ସମସ୍ତ ବନ୍ଧ କଣ୍ଟାର
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଇନଡୋର ଷ୍ଟାଡିୟମ ଉଦ୍‌ଘାଟନୀ ଉତ୍ସବ ଅବସରରେ ବଲାଙ୍ଗିର ଗସ୍ତରେ ଆସିଥିବା ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ତଥା କୌଶଳ ବିକାଶ ଓ ଉଦ୍ୟମଶିଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ
Read More...

ଗାନ୍ଧୀ ପାଠାଗାରରେ ଶୋକସଭା ଓ ରାଣୀବନ୍ଧର ଉନ୍ନତିକରଣ କାର୍ଯ୍ୟ ବନ୍ଦ ଯୋଗୁଁ ଉଦ୍‌ବେଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାରର ସାଧାରଣ ପରିଷଦ ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଂପାଦକ ପ୍ରଦିପ ସାହୁ ଶୋକ ସନ୍ତପ୍ତ ପ୍ରସ୍ତାବ ଆଗତ କରିଥିଲେ ଏବଂ ମହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ
Read More...

ବଲାଙ୍ଗିର ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା : ଶାନ୍ତିପଡ଼ା ଚୋରି ଘଟଣାରେ ତିନି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବଲାଙ୍ଗିର ସହରର ଶାନ୍ତି ପଡ଼ା ଚୋରି ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ବୋଲି ଖବର ମିଳିଛି । ଶାନ୍ତିପଡ଼ାର ଡା. ଆରତୀ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ
Read More...

ବଲାଙ୍ଗିର ରାଧିକାନଗରରୁ ଚୋରି ହୋଇଥିବା ଘଟଣା : ଖର୍‌ସେଲପଡାର ଚାରି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧିକାନଗରରୁ ଗତ କିଛି ଦିନ ତଳେ ଗୋପବନ୍ଧୁ ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଖର୍‌ସେଲପଡାର ସୁଷଣ ଓରଫ ବୁଡ଼କୁ ବଢିଆ(୨୪),
Read More...

ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରବିବାର ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜ ବଲାଙ୍ଗିରର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମାଁ ଅଶ୍ୱିନୀ ବାସେଲୀ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦେବୀ ବନ୍ଦନା ଗାନ ପରେ ଜାତି ସଂଗୀତ ଗାନ କରାଯାଇଥିଲା । ସମସ୍ତ
Read More...