Browsing Tag

balangir news

କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଅଫିସରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର କୁଲୁତା ସମାଜ କର୍ମକର୍ତ୍ତା ତଥା ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଭାରେ ବଲାଙ୍ଗିର କୁଲୁତା ସମାଜର ସଭାପତ ରବିନ୍ଦ୍ରର କୁମାର ପଧାନ ସଭାପତିତ୍ୱ
Read More...

ଶିବତଲାରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରୁଦେବ କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ଡୁମାଲ
Read More...

ବଲାଙ୍ଗିର ରାଧିକାନଗରରେ ଚୋରି ଘଟଣାର ସିସିଟିଭି ଫୁଟେଜ୍‌ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ମେ' ୩୧ ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ସହରର ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀର ପଛପଟେ ରହିଥିବା ରାଧିକା ନଗର ନିବାସୀ ଗୋବର୍ଦ୍ଧନ ସାହୁଙ୍କର ଘରୁ ଚୋରି କରିନେଇଥିଲେ ଦୁର୍ବୃତ୍ତମାନେ । ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ ସେ ତାଙ୍କ
Read More...

ପେଲେସ ଲାଇନ୍‌ରୁ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା ବଲାଙ୍ଗିର ଟାଉନ୍‌ ପୋଲିସ : ୪ ଗିରଫ୍‌, ୨୭ କିଲୋ ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରା ଚାଲାଣକାରୀଙ୍କୁ ପେଲେସ ଲାଇନ୍‌ରୁ ଧରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୭ କିଲୋ ଗଂଜେଇ, ୨ଟି ଦାମୀ ମୋବାଇଲ ଓ ନଗଦ ୪୬୦୦ ଟଙ୍କା ଜବତ୍‌ କରାଯାଇଥିବା ଏସ୍‌ଡ଼ିପିଓ
Read More...

ଅନୁସୂଚିତ ଜାତି, ଲକ୍ଷେଘର ଗଣ୍ଡା ସମାଜର ବୈଠକ

ନିର୍ବାଚନରେ ଅସ୍ପୃଶ୍ୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୁଚିତ ଜାତି ଓ ଲକ୍ଷେଘର ଗଣ୍ଡା ସମାଜର ଏକ ବୈଠକ ପୁଇଁନ୍ତଲା ଢୋଲ ମୁହୁରୀ କଳା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ କୁମ୍ଭାରଙ୍କ ଆବାହକତ୍ୱରେ ତଥା ଜ୍ୟୋତିଷ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ
Read More...

ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଉତ୍କୃଷ୍ଟ କ୍ରୀଡ଼ାର ନୂତନ ଯୁଗ : ଲୋକାର୍ପିତ ହେଲା ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ

ପୂର୍ବୋଦୟରୁ ହେଉଛି ନୂତନ କ୍ରୀଡ଼ା ଭାରତର ନିର୍ମାଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ଭିିତ୍ତିଭୂମିକୁ ସୁଦୃଢ କରିବା ଓ କ୍ରୀଡ଼ାବିତ୍‌ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହାୟତାରେ ବଲାଙ୍ଗିର ପୃଥ୍ୱୀରାଜ
Read More...

ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ପ୍ରଚଣ୍ଡ ରୌଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ଶାନ୍ତିପଡ଼ା ପତଞ୍ଜଳି ଯୋଗ ପରିବାର ଏବଂ ଚନ୍ଦନଭାଟି ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ
Read More...

କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁର ବୃଦ୍ଧ ଡମ୍ବରୁଧର ଛତ୍ରିଆ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ଦିନ ସକାଳେ କ୍ଷେତକୁ ଯାଉଛି ବୋଲି କହି ସେ ଘରୁ ବାହାରିଥିଲେ । କ୍ଷେତରେ କୀଟନାଶକ ପିଇ
Read More...

ଚାକିରି ନା’ରେ ଠକେଇ କରିଥିବା ଅଭିଯୋଗ ନେଇ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ନା'ରେ ଠକେଇ କରିଥିବା ଅଭିଯୋଗ ନେଇ ଜଣେ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମର ଅନୁପମା ନାଏକଙ୍କୁ ବଲାଙ୍ଗିର ସହର ସାଲେପାଲିର ଲୋକାନ୍ତି ମେହେର
Read More...