Browsing Tag

balangir news

ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ । ଉକ୍ତ ତିନି ଜଣ ବଲାଙ୍ଗିର ଜିଲ୍ଲା ମହାରପାଲି ଗ୍ରାମର ଆକାଶ କୁମ୍ଭାର(୧୮), ହିତେଶ କୁମାର ଭୋଇ(୨୦) ଓ ଡାକ୍ତର କାଲସାୟ (୨୩) ବୋଲି ଜଣାପଡିଛି । ସୂଚନା ଅନୁସାରେ
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ମହାମୀବର କଲେଜର ୯୮% ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଗତ ୮ ତାରିଖରେ ପ୍ରକାଶ ହୋଇଥିବା ବେଳେ ବଲାଙ୍ଗିର ପୁଇଁନ୍ତଲା ଠାରେ ଥିବା ମହାବୀର କଲେଜର ୯୮% ପାସ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଦଶମ ଶ୍ରେଣୀର ମାର୍କ ଅପେକ୍ଷା ଯୁକ୍ତ ୨ରେ ତାଙ୍କର ମାର୍କ ୧୦
Read More...

ସହପାଠୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ୧୯୬୦ ଓ ୧୯୬୧ ବେଚ୍‌ର ୩ ଜଣ ପୁରାତନ ଛାତ୍ର ଡାକ୍ତର ଶେଷଦେବ ମିଶ୍ର, ଶିକ୍ଷକ କୁଳମଣି ମିଶ୍ର ଓ ଶିକ୍ଷକ କଲ୍ୟାଣ କୁମାର ମିଶ୍ରଙ୍କ ପରଲୋକ ହୋଇଯାଇଅଛି । ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସ୍ଥାନୀୟ ଟିକ୍ରାପଡା
Read More...

କେରମେଲିରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଟିକେଶ୍ୱର କର୍ମୀ ଓ ଗଙ୍ଗାଧର କର୍ମୀଙ୍କ ସଭାପତିତ୍ୱରେ କର୍ଲାପିଟା, ବାରପିଟା ଏବଂ କେରମେଲି ଗ୍ରାମର ନବ ନିର୍ବାଚିତ ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କ
Read More...

ଗୋଚର ଜମି ଅକ୍ତିଆର ନେଇ ବାହାଲବୁକା ଗ୍ରାମର ମହିଳାମାନେ ପୁଇଁତଲା ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବାହାଲବୁକା ଗ୍ରାମରେ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତି ଗୋଚର ଜମି ଅକ୍ତିଆର କରିଥିବା ନେଇ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗଣ୍ଡବାହାଲ ଗ୍ରାମର ନୀଳାଚଳ ପ୍ରଧାନ ଜମି ଅକ୍ତିଆର କରିଥିବା ସେମାନେ ଅଭିଯୋଗ
Read More...

ସଂଯୁକ୍ତ କବିଳା ଗଣ୍ଡୱାନା ସଂଘର ଆର୍ଥିକ ବିଚାର ଧାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଆଦିବାସୀ ଆର୍ଥିକ ବିଚାରଧାରା ବିଷୟରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପାରିକ ଆର୍ଥିକ ସହଯୋଗ ମାଧ୍ୟମରେ ବାଣିଜ୍ୟ ବ୍ୟବସାୟ ବିଷୟରେ ବିସ୍ତୃତ ମାର୍ଗଦର୍ଶନ କରିଥିଲେ ମୟୁରଭଞ୍ଜ
Read More...

ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡାଠାରେ ଶୁକ୍ରବାର ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅର୍ଜନ କରିବାରେ ପିତାମାତାଙ୍କ ଭୂମିକା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାିଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ
Read More...

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣରେ ସଫଳତାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଛତିଶଗଡ ବିଧାନସଭାର ପୂର୍ବତନ ବାଚସ୍ପତି ଧରମ ଲାଲ
Read More...

ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଦୀର୍ଘ ୪୫ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମାୟାବର୍ହା ହାଇସ୍କୁଲର ପ୍ରଧାନ
Read More...

ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳାରେ ବଲାଙ୍ଗିର ସହରରେ ସର୍ବୋଚ୍ଚ ମାର୍କ ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦା ପଧାନଙ୍କୁ ଗତକାଲି ସଂଧ୍ୟାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ତାଙ୍କ ବାସ ଭବନକୁ ଆସି ସାକ୍ଷାତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରୀ
Read More...