csstore

ସାବଧାନ, ମଦ ପିଇ ଗାଡ଼ି ଡ୍ରାଇଭିଂ କରନ୍ତୁ ନାହିିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗିଛି ବଲାଙ୍ଗିର ପୋଲିସ ସୂଚନା ଅନୁସାରେ ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ରିଷିକେଶ ଖିଲାରୀଙ୍କ ନିର୍ଦେଶ କ୍ରମେ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ୨୪ ଘଂଟା ଭିତରେ ବଲାଙ୍ଗିର ଜିଲ୍ଲାରେ ଏହି ମାମଲାରେ ୧୯ଟି ଗାଡ଼ି ଜବତ୍‌ କରାଯାଇଛି । ଏ ସଂକ୍ରାନ୍ତରେ ପୋଲିସ ପକ୍ଷରୁ ସୂଚନା ମିଳିଛି । ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିିଁ । ଜଗିଛି ବଲାଙ୍ଗିର ପୋଲିସ । ଆପଣ ବି ପଡ଼ି ପାରନ୍ତି ହରଡ଼ ଘଣାରେ ।

jayashree
Leave A Reply

Your email address will not be published.