Browsing Tag

balangir news

ମାହେଶ୍ୱରୀ ସଦର ବ୍ଲକର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ସ୍ଥାନୀୟ ପି ପି ଏକାଡେମୀ ଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଞ୍ଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସ୍ତରରେ କିଭଳି ଭାବେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର…
Read More...

ବଲାଙ୍ଗିରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଖଣ୍ଡୀୟ ବନ ଅଧିକାରୀ ବଲାଙ୍ଗିରଙ୍କ କାର୍ୟ୍ୟ।ଳୟ ସଭାଗୃହଠାରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ…
Read More...

ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ର ଦ୍ୱିତୀୟ କେବିନେଟ ମିଟିଂ ଅନୁଷ୍ଠିତ

ବଲାଙ୍ଗିର, (ସଞ୍ଜୟ କୁମାର ନାୟକ) : ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ ଦ୍ୱିତୀୟ କେବିନେଟ ମିଟିଂ ବଲାଙ୍ଗିରର ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା ଗଭର୍ଣ୍ଣର ପ୍ରବୀଣ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୟମୁନା ପ୍ରସାଦ…
Read More...

ନିଜ ଗୋଡ଼ରେ ନିଜେ ଠିଆ ହୋଇ ସଫଳତା ପଥରେ ବଲାଙ୍ଗିରର ଝିଅ ଲିଜା ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି ଝିଅ ମାନେ ବି ପୁଅ ମାନଙ୍କ ଠୁ କମ ନୁହେଁ । ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ସମାଜକୁ ଆମେ ବି କମ୍ ନୁହେଁ ବୋଲି ପ୍ରମାଣିତ କରି ସାରିଛନ୍ତି । ଆଜିକା ଯୁଗରେ ଝିଅ ମାନେ ଅନେକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯାହା ସେମାନଙ୍କୁ ନିଜ ଘରୁ…
Read More...

ବଲାଙ୍ଗିର ତାଲପାଲିପଡ଼ା ଭାଗବତ ମନ୍ଦିର ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର…

ବଲାଙ୍ଗିର, (କେପିଏନଏସ୍) : ବଲାଙ୍ଗିର ସହର ଏବେ କ୍ରାଇମ ସିଟି ପାଲଟିବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ଅପରାଧ ଘଟାଇ ବିନ୍ଦାସ୍‌ ବୁଲୁଛି ଅପରାଧୀ । ହେଲେ ବଲାଙ୍ଗିର ପୋଲିସ ଅପରାଧୀକୁ ଧରୁଛି ନା ଅପରାଧୀଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତଙ୍କ କେସ୍‌ ରଖୁଛି । ଏମେତି ଏକ…
Read More...

ପଞ୍ଚମ ବର୍ଷ ଛେଲିଆପାଟ ମହୋତ୍ସବରେ ବିଧାୟକ ମୁକେଶ ଓ ସୂର୍ଯ୍ୟବଂଶୀ ସୁରଜଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା' ଛେଲିଆପାଟଙ୍କ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା' ଛେଲିଆପାଟଙ୍କ ଆଶୀର୍ବାଦରୁ ପଞ୍ଚମ ଛେଲିଆପାଟ ମହୋତ୍ସବରେ ବିଧାୟକ ଡ଼କ୍ଟର ମୁକେଶ…
Read More...

ବଲାଙ୍ଗିର ଦିନ୍‌ ଉପଲକ୍ଷେ ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣା ସାମାଜିକ…
Read More...

କୁଲୁତା ସମାଜ ଶାରଦୀୟ ଉତ୍ସବରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଜାତିପ୍ରଥା ଆରମ୍ଭ ହୋଇଥିଲା, ନିଜ ଭିତରେ ଏକତା ରଖିବା ପାଇଁ, ଅଂଚଳର ବିକାଶ କରିବା ପାଇଁ । ଏହି କଥାକୁ ଆମେ ଭୁଲିବା ଉଚିତ ନୁହେଁ । ଯଦି ଆମ ଭିତରେ ଏକତା ଥିବ କୌଣସି ଶକ୍ତି ଆମକୁ ଅବହେଳା କରି ପାରିବେ ନାହିଁ । ତେଣୁ କୁଲୁତା ସମାଜ ଭିତରେ ଥିବା…
Read More...

ପୋଲିସ ୟୁ.ପି. ସ୍କୁଲର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବଲାଙ୍ଗିର ପୋଲିସ ୟୁ.ପି. ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ କଦଳିମୁଣ୍ଡା ସ୍ଥିତ ନର୍ସରୀରେ ଶାନ୍ତିରାଜ ବାରିକ ଓ କିଙ୍ଗକଙ୍ଗ ବେହେରାଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...

ଗଜଲକ୍ଷ୍ମୀ ପୂଜାରେ ପୁର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିବତଲା ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ତଥା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଯୋଗ ଦେଇଥିବା ବେଳେ ଶ୍ରୀ ସିଂହଦେଓଙ୍କୁ ପୂଜା କିମଟି ପକ୍ଷରୁ ଭବ୍ୟ ସ୍ୱାଗତ…
Read More...