Browsing Tag

balangir news

ଅନାଥ ଶିଶୁଙ୍କୁ ପୃଷ୍ଟ ପୋଷକତା ସହାୟତା ଉପରେ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଠାରେ ୧୦ଟି ପରିବାରର ଅନାଥ ଶିଶୁ ଓ ରକ୍ଷଣା ବେକ୍ଷଣ କରିଆସୁଥିବା ସମ୍ପର୍କୀୟ ମାନଙ୍କ ସହିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ…
Read More...

ବଲାଙ୍ଗିର ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ୱାକାଥନ୍‌ କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ…
Read More...

ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟି ବୈଠକ : ମନୋଜ ମିଶ୍ରଙ୍କୁ ଓଡିଶା ପ୍ରଡ୍ୟୁସର ସଂଘ ବାସନ୍ଦ କରିଥିବାରୁ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ‘ପଂଚମ’ ଠାରେ ସଭାପତି ଅବଦୁଲ ଜମାଲ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର ଓ ଆୟବ୍ୟୟ ବିବରଣୀ…
Read More...

ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ନୁକ୍କଡ଼ ନାଟକ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ‘ପବ୍ଲିକ୍‌ ଇନ୍‌ଟେରେଷ୍ଟ ଡିସ୍‌କ୍ଲୋଜର୍‌ ଏଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଇନ୍‌ଫର୍‌ମର୍‌ସ୍‌’ ସଂପର୍କିତ ନୁକ୍କଡ଼ ନାଟକ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ,…
Read More...

ଓଲିଉଡ୍‌ ବିବାଦ ଉପରେ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଲେ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଲିଉଡ୍‌ରେ ଚାଲିଥିବା ବିବାଦକୁ ନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମଳନୀର ଆହ୍ୱାନ କରିଛନ୍ତି ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଆ ସିନେମା ଉପରକୁ ଯାଉ ବୋଲି ମୁଁ ସବୁବେଳେ…
Read More...

ରେଳଧାରଣରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟିଲାଗଡ଼ ରେଳଲାଇନର ବଡ଼ମାଲ ଷ୍ଟେସନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । କୌଣସି ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଖବର ପାଇ ବଲାଙ୍ଗିର ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ…
Read More...

ଦୁଇ ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ ସହ ଲୋଇସିଂହା ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ୨ ଜଣ କୁଚିଆ ଦେଶୀ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ…
Read More...

ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସଂପୃକ୍ତ ନାବାଳିକା ରିତୁ ମହାରଣା ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ବାପା ଗୀରିଶ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ତଲେ ଗୀରିଶଙ୍କୁ ପଡ଼ାର ଦୁଇଜଣ ଯୁବକ ଆକ୍ରମଣ କରିଥିଲେ ।…
Read More...

ଆଜି ଲାଗିବ ଚନ୍ଦ୍ରଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲାଗିବ ଚନ୍ଦ୍ରଗ୍ରହଣ । ରାତି ୧ଟା ୪ ମିନିଟ୍‌ ୫୫ କେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି । ଆଜି ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ । ମୋଟ୍‌ ଗ୍ରହଣ ସମୟ ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ ରହିବ । ଆଜି ଅପରାହ୍ନ ୪ଟା…
Read More...

କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟ।ସିଂହ। ଗ୍ରାମପଞ୍ଚାୟତର କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ପୂଜାରେ କର୍ତ୍ତା ଭାବେ ବୈଷ୍ଣବ ବିଶ୍ଵାଳ ଓ ପୂଜା କାର୍ଯ୍ୟକୁ ସୁରେଶ ବିଶ୍ଵାଳ ସମ୍ପାଦନା କରୁଥିଲେ ।…
Read More...