pakka

ଧର୍ମପ୍ରାଣା ମହିଳାଙ୍କ ପରଲୋକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରାତଃ ସମୟରେ ବିଶିଷ୍ଟ ଶିକ୍ଷାବିତ୍‌ କପିଳ ପତିଙ୍କର ସହଧର୍ମିଣୀ ଅନୁସୂୟା ପତିଙ୍କ (୭୬) ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଶୁଶାନ୍ତ ପତି, ପ୍ରଶାନ୍ତ ପତି, ପୁତ୍ରବଧୂ ଏବଂ ଝିଅ ଜୟନ୍ତୀ ମହାପାତ୍ର, ଶୁଭ୍ରକାନ୍ତୀ ହୋତା ଓ ଜାମାତା ମହେନ୍ଦ୍ର ମହାପାତ୍ର, ବୈକୁଣ୍ଠ ହୋତା ଉପସ୍ଥିତ ଥିଲେ । ଜ୍ୟେଷ୍ଠ ପୁତ୍ର ସନ୍ତୋଷ କୁମାର ପତି ବିଭୁତିପଡ଼ାର ଶ୍ମଶାନରେ ମୁଖାଗ୍ନୀ ଦେଇଥିଲେ । ଏହି ସଂସ୍କାର କାର୍ଯ୍ୟକ୍ରମରେ ପରିବାରର ଆତ୍ମସ୍ୱଜନ, ବାସୁଦେବ ପତି, ପରକ୍ଷିତ ପତି, ରାଜୀବ ବହିଦାର, ଶଙ୍କର ପ୍ରସାଦ ହୋତା ଓ ଶିଶୁ ବିକାଶ କେନ୍ଦ୍ର, ପୂଜ୍ୟପୂଜା ସେବା ସଂଗଠନ ଓ ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 4 =