ବଲାଙ୍ଗିର ଜିଲ୍ଲା ସିନିୟର ତୃତୀୟ ସୁପର ନକଆଉଟ ଫୁଟବଲ ଖେଳ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ତୃତୀୟ ଖେଳ ଗ୍ରୁପ ଇ ବିଜେତା ବିଏନ୍ଏଏ ଜରାସିଂହା ଓ ଗ୍ରୁପ ଏଫ୍ ବିଜେତା କୁରସୁଡ ଏପ୍ସି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛିଫ ବିଏନ୍ଏଏ ଜରାସିଂହା ୩-୧ଗୋଲରେ କୁରସୁଡ!-->…
Read More...
Read More...