Browsing Tag

balangir news

ନିଜଠୁ ଆରମ୍ଭ ହେଉ ମାନସିକ ସ୍ୱାସ୍ଥ୍ୟ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଛି । ଅନ୍ୟ ଅତିଥି ଭାବେ ବିବିଏମସିଏଚ ସୁପେରିଟେଣ୍ଡେଣ୍ଟ, ଡାକ୍ତର ପ୍ରଫେସର ମାନସୀ ପଣ୍ଡା, ଅତିରିକ୍ତ ନିର୍ଦେଶକ
Read More...

ଲାଠୋର ଗସ୍ତରେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ଲାଠୋର ଗସ୍ତରେ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଥିଲା । ଲାଠୋର କଲେଜରେ ଦ୍ଵାଦଶର ବାଣିଜ୍ୟ ପିଲାଙ୍କୁ ପାଠ ପଚାରି ବୁଝିଥିଲେ । ପାଠ ପଢେଇବା ସହ ଭବିଷ୍ୟତରେ ଭଲ ମଣିଷ ହେବାକୁ କହିଥିଲେ । ପିଲାମାନେ ଜିଲ୍ଲାପାଳଙ୍କୁ
Read More...

ବଏଁରାସର ଗ୍ରାମରୁ ଜଣେ ଯୁବକଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବଏଁରାସର ଗ୍ରାମରୁ ଜଣେ ଯୁବକଙ୍କୁ ଗିରଫ୍‌ କରି ଆଜି କୋର୍ଟ ଚାଲାଣ କରିଛି ପୁଇଁତଲା ପୋଲିସ । ସୂଚନା ଅନୁସାରେ ଗତ ୨୦୧୮ ମସିହାରେ ବଏଁରାସର ନିବାସୀ ଶ୍ୟାମ କୁମ୍ଭାରଙ୍କ ପୁଅ ସୁଶାନ୍ତ କୁମ୍ଭାର(୨୨) ପୁରୀରୁ ଜଣେ
Read More...

ବିଶିଷ୍ଟ ଗାଳ୍ପିକା ଡ଼. ହିରଣ୍ମୟୀ ମିଶ୍ରଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ 'ରଚନା' ଦ୍ୱାରା ଆସନ୍ତା ୧୩ତାରିଖ ଶୁକ୍ରବାର ସନ୍ଧ୍ୟାରେ ପି.ପି. ଏକାଡେମୀ ସଭାଗୃହରେ "କଥାକାର ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ ବକ୍ତୃତା" ଅନୁଷ୍ଠିତ ହେବ ।
Read More...

ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି : ସଂଗୀତା କୁମାରୀ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ଆମ ଦଳରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ । ଗତକାଲି ଘଟିଥିବା ଅପ୍ରୀତିକର ପରିସ୍ଥିତି ସଂପର୍କରେ ସେ କିଛି ଜାଣି ନଥିବା କହି ଆଡେ଼ଇ ଯାଇଛନ୍ତି । ବିଜେପି.ର ଉଚ୍ଚସ୍ତରୀୟ କମିଟି ଏହି ଘଟଣା
Read More...

ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି : ମନମୋହନ ସାମଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ବଲାଙ୍ଗିର ସାର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗତକାଲି ବଲାଙ୍ଗିର ବିଜେପିରେ ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିବା ଘଟଣା
Read More...

ସହିଦ ଯବାନଙ୍କୁ ଉଚିତ ସମ୍ମାନ ପ୍ରଦାନ ପାଇଁ ”ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଆଜି ପୂର୍ବାହ୍ନ ସାଢେ଼ ନ'ଟା ସମୟରେ ବଲାଙ୍ଗିର ସାର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସହିଦ ଯବାନଙ୍କୁ ଉଚିତ ସମ୍ମାନ ପ୍ରଦାନ ପାଇଁ ''ମୋ ମାଟି ମୋ ଦେଶ''
Read More...

ସିକୁଆଁ ଓ ସାରସମାଲ ଦୁଇଟି ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁରେ ଯଦି ସାମାଜିକ, ଅର୍ଥନୈତିକ ବିକାଶର ସ୍ୱପ୍ନ ଦେଖାଯିବ ତେବେ ଶିକ୍ଷା ସାଙ୍ଗକୁ ଗ୍ରାମ୍ୟ ଅଂଚଳରେ ରାସ୍ତା ଗୁଡିକର ଉନ୍ନତିକରି ଗାଁ ଗାଁ ଭିତରେ ସହର ମଧ୍ୟକୁ ସଂଯୋଗୀକରଣ କରିବା ନିହାତି ଆବଶ୍ୟକ ଅଟେ । ବହୁ ଦିନରୁ ଲୋକେ ଦାବି କରୁଛନ୍ତି ଯେ ତାଙ୍କ
Read More...

ଜିଲ୍ଲା ଦଳିତ ସମାଜ ତରଫରୁ ନୁଆଖାଇଁ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ନୁଆଖାଇଁ ଭେଟଘାଟ ୨୦୨୩ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଅର୍ଜୁନ ମୁଗ୍ରୀଙ୍କ ସଭାପତିତ୍ୱରେ ତଥା ଶମ୍ଭୁ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା
Read More...

ବଲାଙ୍ଗିର ଜିଲ୍ଲା ସିନିୟର ତୃତୀୟ ସୁପର ନକଆଉଟ ଫୁଟବଲ ଖେଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ତୃତୀୟ ଖେଳ ଗ୍ରୁପ ଇ ବିଜେତା ବିଏନ୍‌ଏଏ ଜରାସିଂହା ଓ ଗ୍ରୁପ ଏଫ୍‌ ବିଜେତା କୁରସୁଡ ଏପ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛିଫ ବିଏନ୍‌ଏଏ ଜରାସିଂହା ୩-୧ଗୋଲରେ କୁରସୁଡ
Read More...