Browsing Tag

balangir news

ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମର ଲକ୍ଷ୍ମୀଧର ସରାଫ ନାମକ ଜଣେ ଚିତ୍ରଶିଳ୍ପୀ ଏବଂ କଳାକାର ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କ ଚିକିତ୍ସା ପାଇଁ
Read More...

ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତି ସମାରୋହ ପାଇଁ ଅଗ୍ରୱାଲ ସଭା ପକ୍ଷରୁ ଦାଂଡ଼ିଆ ନାଇଟ ପ୍ରତିଯୋଗିତା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତି ପାଳନ ପାଇଁ ଚଳିତବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୬ ତାରିଖରୁ ବିଭିନ୍ନ ବିଷୟରେ ଅଗ୍ରୱାଲ ସମାଜର ସମସ୍ତ ପରିବାର ସଦସ୍ୟଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଉଅଛି
Read More...

ବଲାଙ୍ଗିରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ, ୪ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ବଲାଙ୍ଗିର ଟାଉନ ସଦର, ପୁଇଁତଲା, ଲୋଇସିଂହା ଥାନା ଅଂଚଳରେ ଚଢ଼ାଉ କରାଯାଇଥିବା ବେଳେ
Read More...

ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ମା’ ପାଟଣେଶ୍ୱରୀ ମନ୍ଦିର ଏବଂ ମା’ ସମଲେଶ୍ୱରୀ ମନ୍ଦିର ଦେବୋତ୍ତର ବିଭାଗ ଅବହେଳା ଯୋଗୁଁ ଅଗଷ୍ଟ ୧୩ ତାରିଖ ଦିନ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାକୁ ନେଇ ପ୍ରତିବାଦ ସଭା କରାଯିବ ବୋଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

କମ୍ୟୁନିଟି ଗୃହର ଶୁଭ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣ ନଗର ଗସ୍ତ କରି ପଡାବାସୀଙ୍କ ଅବସର ବିନୋଦନ ସକାଶେ ନିଜ ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରର ଶୁଭ
Read More...

ଓସାକା ହାଇଦ୍ରାବାଦ୍‌ର ପାରମ୍ପାରିକ ଶୈଳୀରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ବଂଜାରା ହିଲ୍‌ସ ସ୍ଥିତ କୁମ୍‌ରାମ ଭୀମୁ ଭବନଠାରେ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ଚତୁର୍ଥ ସୁପର୍‌ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଖେଳ

ନକଟାସରକୁ ହରାଇ ପ୍ରୋଗ୍ରେସିଭ କ୍ଲବ ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଚତୁର୍ଥ ଖେଳ ଗ୍ରୁପ ଏଫ୍‌ ବିଜେତା ଜିୱାଇଡିସି ନକଟାସର ଓ ଗ୍ରୁପ ଏଚ୍‌ ବିଜେତା ପ୍ରୋଗ୍ରେସିଭ କ୍ଲବ
Read More...

ଜିଲ୍ଲାସ୍ତରୀୟ ଏକଦିବସୀୟ ସ୍ଵତନ୍ତ୍ର କିଶୋର ପୁଲିସ ୟୁନିଟ୍‌ର କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍‌ର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଗତ ଶୁକ୍ରବାର ଦିନ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଓ ଅତିରିକ୍ତ
Read More...

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୩ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ ସାମଲ ସ୍ଵାଗତ ଭାଷଣ ଦେବା ସହ
Read More...

ନିଜଠୁ ଆରମ୍ଭ ହେଉ ମାନସିକ ସ୍ୱାସ୍ଥ୍ୟ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଛି । ଅନ୍ୟ ଅତିଥି ଭାବେ ବିବିଏମସିଏଚ ସୁପେରିଟେଣ୍ଡେଣ୍ଟ, ଡାକ୍ତର ପ୍ରଫେସର ମାନସୀ ପଣ୍ଡା, ଅତିରିକ୍ତ ନିର୍ଦେଶକ
Read More...