ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଘଟୁଛି ବିଚିତ୍ର ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : କେତେ ବେଳେ ଛୁଆ ଚୋରି ତ କେତେ ବେଳେ ବାଇକ୍‌ ଚୋରି । ବଡ ବିଚିତ୍ର ଖବର ଆସୁଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରୁ । ଆଜି ସନ୍ଧ୍ୟା ସାଢେ ୬ଟାରେ ନିଜ ବାପାଙ୍କୁ ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରିଥିବା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଲୁହାସିଂହା ଗାଁର ସିଲୁ କୁମ୍ଭାରଙ୍କ ଏକ କଳା ପଲ୍‌ସର୍‌ ବାଇକ୍‌ ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲ ପରିସରରୁ ଚୋରି ହୋଇଯାଇଥିବା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.

9 − 4 =