Browsing Tag

balangir news

ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌

ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏଏ ଓ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା
Read More...

ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନିତ ହେଲେ ଐତିହାସିକ ଶଶାଙ୍କ ଶେଖର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା 'UNSUNG FREEDOM FIGHTER OF ODISHA' ଉପରେ ଦୁଇ ଦିନିଆ ଜାତୀୟ ସେମିନାର ଅବସରରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଐତିହାସିକ ଭାବରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଠ
Read More...

ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବଲାଙ୍ଗିର ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ମାହାର ସମାଜର ପାଞ୍ଚଟି ଜିଲ୍ଲାରର ସମାଜିକ ପ୍ରତିନିଧି ତଥା ମାହାର ସମାଜର ଲୋକଙ୍କୁ ନେଇ ଏକ ବିଶାଳ ମାହାର ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ମା' ପାଟଣେଶ୍ୱରୀ
Read More...

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ୍‌ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ ବଲାଙ୍ଗିର/ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...

ଅଖିଳ ଭାରତୀୟ ଅଘରିଆ ସମାଜ ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡ଼ିଶା ପ୍ରଦେଶ, ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ କମିଟିର ସମସ୍ତ କର୍ମକର୍ତ୍ତା, ବଲାଙ୍ଗିର ଜିଲ୍ଲାର ଚାରି
Read More...

ଭୀମଭୋଇ ମେଡିକାଲ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଭୀମଭୋଇ ମେଡିକାଲ କଲେଜରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ଭୀମଭୋଇ ମେଡିକାଲ କଲେଜର ଛାତ୍ର ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ କଲେଜର ଡାକ୍ତରୀ ଛାତ୍ର ଛାତ୍ରୀ ମାନେ ରକ୍ତଦାନ କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକଆଉଟ ଫୁଟବଲ ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏବଂ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅମାମୁଣ୍ଡା ୭-୨ଗୋଲରେ
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ବଲାଙ୍ଗିର ପୌରାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କମିଟିର
Read More...

ବଣୁଆ ହାତୀ ଉପଦ୍ରବ

ଦେଓଗାଁ, (କେପିଏନ୍‌ଏସ୍‌) : ବଣୁଆ ହାତୀ ୧୫ ଏକରରୁ ଅଧିକ ଧାନଚାଷ ମାଡ଼ି ଦଳି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗାଁକୁ ଏକ ୧୨ ଟିକିଆ ହାତୀ ପଲ ଆସି ଶୁଭ୍ରାଂଶୁ ମଲ୍ଲିକ, ସୁଧାଂଶୁ ମଲ୍ଲିକ୍‌,
Read More...

ଆଗଲପୁର ବ୍ଲକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଂଚଳ ପ୍ରାଥମିକ ଶିକ୍ଷକ ଫୋରମ ଓ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବିପତ୍ର ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି
Read More...