Browsing Tag

balangir news

ଆହୁରି ଗବେଷଣା କରିବି : ସୀମାରାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ବୌଦ୍ଧ ତୀର୍ଥ କ୍ଷେତ୍ର ତଥା କୋଶଳାଞ୍ଚଳର ବୌଦ୍ଧି ଯୋଗତନ୍ତ୍ର ଉପରେ ଗବେଷଣା କରି ବଲାଙ୍ଗିର ଝିଅ ସୀମାରାଣୀ ରଥ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପିଏଚ୍‌ଡି ଡିଗ୍ରୀ ଗ୍ରହଣ କରିଛନ୍ତି । ଉତ୍କଳ…
Read More...

ବଲାଙ୍ଗିର ଏସ୍‌ଆଇଏଚ୍‌ଏମ୍‌ର ବାର୍ଷିକୋତ୍ସବ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ରୋଡରେ ଥିବା ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମେନେଜ୍‌ମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌)ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ. ସୁରେଶ କୁମାର ଏକନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ବଲାଙ୍ଗିର ଆଟିଆଇ ନିକଟରେ ଦୁର୍ଘଟଣା ୧ ମୃତ, ୩ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଆଟିଆଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଦୁର୍ଘଟଣାରେ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି ହୋଇଥିବା…
Read More...

ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଶ୍ରୀ ଶ୍ରୀ ଅଷ୍ଟ ପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଶ୍ରୀ ଶ୍ରୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ତା ୨୮ରେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ଓ ତା ୨୯ରେ ନାମ ଆରମ୍ଭ କରାଯାଇଥିଲା । ଆଜି…
Read More...

ଏମ୍‌ଡିଏମ୍‌ ପାଚିକା ସହାୟିକାଙ୍କ ଦ୍ୱାରା ସରକାରଙ୍କ ଭତ୍ତାବୃଦ୍ଧିରେ ଅସନ୍ତୋଷ ପ୍ରକାଶ କରି ର‍୍ୟାଲି ଓ ପ୍ରତିବାଦ ସଭା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ କୋସଲ କଳାମଣ୍ଡଳ ପଡିଆଠାରୁ ଏକ ବିରାଟ ର‍୍ୟାଲିରେ ଜିଲ୍ଲାର ୧୪ ଗୋଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ପାଚିକା…
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ୨ ଜଣ କାର୍ଯ୍ୟକର୍ତ୍ତାଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ୨ ଜଣ କାର୍ଯ୍ୟକର୍ତ୍ତା ଅବସର ଗ୍ରହଣ କରିଛନ୍ତି । ଘାଷିରାମ କାଲସାଏ ଏବଂ ରାଜେନ୍ଦ୍ର ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଅଯାଇଥିଲା । ଉଭୟ ଦୀର୍ଘ ବର୍ଷ ଧରି ବଲାଙ୍ଗିର ଜିଲ୍ଲା ଜିଲ୍ଲା ସୂଚନା ଓ ଲୋକ…
Read More...

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାରଠାରୁ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ନାଟବାଦୀ-ନାଟଯାତ୍ରାରେ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗିରର ୭ଟି କୋଶଲି ନାଟକ ପ୍ରଦର୍ଶିତ ହୋଇଥିବା ବେଳେ…
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ କର୍ମଚାରୀ କେଶବ ଚନ୍ଦ୍ର ସାହୁଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ଚାରି ଦଶନ୍ଧି ଧରି ୧୯୮୨ ମସିହା ଠାରୁ ନିରନ୍ତର ଏଠାରେ ନିଜର କର୍ମ ସାଧନା ଦେଇ ଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ…
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଆଜି ସଂଧ୍ୟାରେ ତରଭା ଥାନା ଅନ୍ତର୍ଗତ ବୁଦେଲବାହାଲି ଗାଁର ଦିଲୀପ ଝାଙ୍କର(୩୫) କୌଣସି କାମରେ ବାଇକ୍‌ ଯୋଗେ…
Read More...

ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଲା ବାଇକ୍‌, ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଯାଇଛି ଏକ ବାଇକ୍‌ । ଏଥିରେ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ସିଂହାରୀ ଗାଁର ବବଲୁ ଦୀପ(୧୮) କୌଣସି କାମରେ ବାଇକ୍‌ ଯୋଗେ ଚାରଭଟା ଯାଇ ଫେରୁଥିବା ବେଳେ ବରମୁଣ୍ଡା ଗାଁ…
Read More...