Browsing Tag

balangir news

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ଦଫା ଦାବୀ ନେଇ ଆସନ୍ତା ୦୨.୧୧.୨୦୨୩ ଦିନ ଭୁବନେଶ୍ୱର ଚାଲ ବିଶାଳ ଗଣଧାରଣା ଦେବାକୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଏକ ପ୍ରସ୍ତୁତି ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ପରିଚାଳନା କରିଥିଲେ ରବିନ୍ଦ୍ର ଦ୍ୱାରୀ ପରିଚାଳନା
Read More...

ଲଳିତା ଖୁଆସଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ଠାରେ ଆଜି ଲଳିତା ଖୁଆସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଦୀପ ପ୍ରଜ୍ଜଳନ ପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ
Read More...

ସ୍କ୍ରବ ଟାଇପସ ରୋଗୀଙ୍କୁ ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିରରେ ସ୍କ୍ରବ ଟାଇପସ ଓ ଡେଙ୍ଗୁ ଭଳିଆ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପରିବେଶ ଦୂଷିତ ହେବା ଦ୍ୱାରା ଏଭଳି ରୋଗ ହେଉଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଦେଓଗାଁ ବ୍ଲକ ସମରା ଗ୍ରାମର ସଂଜୟ ପ୍ରଧାନ ସ୍କ୍ରବ
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ : ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ଅନ୍ତର୍ନିହିତ କଳା ଓ ପ୍ରତିଭାର ବିକାଶ ପାଇଁ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ବଲାଙ୍ଗିରର ଆୟୋଜନ କ୍ରମେ ସରକାରୀ ଶିଳ୍ପ ଅନୁଷ୍ଠାନ, ବଲାଙ୍ଗିର ଠାରେ ମହକ ଓ ଉତ୍ସାହ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ
Read More...

ପ୍ରତାରଣାର ଶିକାର ହୋଇଥିବା ପ୍ରେମିକା ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଠା ମିଠା କଥା କହି ପ୍ରେମରେ ଫସାଇଲା ପ୍ରେମିକ । ବାହା ହେବାକୁ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ଘରୁ ଧରି ଫେରାର ହୋଇଗଲା । ଛତିଶଗଡ ରାଜ୍ୟର କେଜୁଆଁ ଗାଁର ଏକ ଭଡ଼ା ଘରେ ରଖିଲା । ବିବାହ ନକରି ପ୍ରେମୀ ଯୁଗଳ ସ୍ଵାମୀ ସ୍ତ୍ରୀ ଭାବେ ଏକାଠି ରହୁଥିଲେ,
Read More...

କ୍ଷେତ୍ରୀୟ ସମାଜ ଗଠନ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

କଳା, ସାହିତ୍ୟ, ସଂସ୍କୃତି, ଆମ ଗନ୍ତାଘର, ପ୍ରଥା ପରମ୍ପରା ବଞ୍ଚିଲେ ସମାଜ ବଞ୍ଚିବ : କ୍ଷେତ୍ରୀୟ ସମାଜ ଵଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟେଲିଫୋନ ଭବନ ନିକଟସ୍ଥ ରୁଗୁଡିପଡ଼ା ସ୍ଥିତ ଅନୀଲ କୁମାର ଠାକୁରଙ୍କ ବାସ ଭବନ ପରିସରରେ କ୍ଷେତ୍ରୀୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଜିଲ୍ଲାସ୍ତରୀୟ ଶିଶୁମାନଙ୍କର ସମସ୍ୟା, ତର୍ଜମା ଓ ସମାଧାନ ନିମିତ୍ତ ବୈଠକ : “ଶିଶୁଙ୍କ ପାଇଁ ଦିନଟିଏ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟିର ତୈମାସିକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ
Read More...

ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
Read More...

୩ ଜଣ ବାଇକ୍‌ ଚୋରଙ୍କୁ ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୩ ଜଣ ବାଇକ୍‌ ଚୋରଙ୍କୁ ବଲାଙ୍ଗିର ଟାଉନ୍‌ ପୋଲିସ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ ନିକଟରୁ ବାଇକ୍‌ ଚୋରି କରୁଥିବା ସମୟରେ ତିନି
Read More...