Browsing Tag

balangir news

ଶିଶୁ ସୁରକ୍ଷା ୟୁନିଟ ତରଫରୁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ପାଟଣେଶ୍ୱରୀ କମ୍ୟୁନିଟି ସେଣ୍ଟରଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ…
Read More...

ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ତରଫରୁ ନିକଟସ୍ଥ ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ ହୋଇଯାଇଛି । ଆର୍‌ଇସି ସେକ୍ସନ୍ ଅଫିସର ରିଆଜୁଲ ହକ୍‌ଙ୍କ ନେତୃତ୍ଵରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ସେଟ,…
Read More...

ପାଣ୍ଡେଲରେ ରମାକାନ୍ତ କ୍ରିକେଟ ମେମୋରିଆଲ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପାଣ୍ଡେଲ ଗ୍ରାମର ଖେଳ ପଡିଆରେ ରମାକାନ୍ତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅନ୍ତର୍ଜାତୀୟ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ…
Read More...

ଭାରତୀୟ କିଷାନ ସଂଘ ଓଡିଶା ବଲାଙ୍ଗିର ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଷାନ ସଂଘର ପ୍ରତିଷ୍ଠା ଦିବସ ପାଳନର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡା. ଶଶିଭୂଷଣ ସାହୁଙ୍କ ସଭାପତିତ୍ୱରେ ଭାରତୀୟ କିଷାନ ସଂଘ ଓଡିଶା, ପ୍ରାଦେଶିକ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ମେହେରଙ୍କ…
Read More...

ବିଶ୍ୱଶାନ୍ତି ପାଇଁ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସ୍ଥାନୀୟ ଲାଲଟିକ୍ରା ସ୍ଥିତ ରଘୁନାଥନଗରରେ ମହିଳାମାନଙ୍କ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ମହିଳା ଯୋଗଦେଇ ରଘୁନାଥନଗରରୁ କଳସ ଶୋଭାଯାତ୍ରାରେ ବାହାରି କାରଗିଲନଗରର ପଛପଟେ ଥିବା…
Read More...

ଭୂମିହୀନଙ୍କୁ ଜମି ପଟ୍ଟା ଦାବିରେ ଗର୍ଜିଲେ ସମରେନ୍ଦ୍ର

ଭୂମିହୀନ ଗରିବଙ୍କୁ ଜମିପଟ୍ଟା ପାଇବା ତାଙ୍କ ଅଧିକାର : ସମରେନ୍ଦ୍ରଜଳଚର କିସମ ଶୀଘ୍ର ପରିବର୍ତ୍ତନ କରି ପଟ୍ଟା ଦେବାର ପଦକ୍ଷେପ ନିଅ, ନହେଲେ ହେବ ଆଇନ ଅମାନ୍ୟ ଆନ୍ଦୋଳନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ମହିଳା ଓ ପୁରୁଷ…
Read More...

ଭୂମିହୀନ, ବାସହୀନ ଗରିବଙ୍କୁ ଗୃହ ଓ ଜମିପଟ୍ଟା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ନରସିଂହ ମିଶ୍ର ଭୂମିହୀନ, ବାସହୀନ ଗରିବଙ୍କୁ ଗୃହ ଓ ଜମିପଟ୍ଟା ପ୍ରଦାନ ଦାବୀରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ନଗର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଅଂଚଳର ବିକାଶ ହିଁ ଶ୍ରେଷ୍ଠ ରାଜନୀତି : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର ଖଲିଆପାଲିଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏଆସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ପାଂଚ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ଅନେକ ରାଜନେତା ଆସିବେ, ମିଛ ଯୋଜନା ଯାହାକି ନିର୍ବାଚନ ପରେ ଉଭେଇଯାଏ…
Read More...

ଭାଷା ସାହିତ୍ୟର ବିକାଶ ସଂପର୍କିତ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଷା ହିଁ ଅସ୍ତିତ୍ୱ ଓ ଭାଷା ହିଁ ଭବିଷ୍ୟତ ଶୀର୍ଷକରେ ଏକ ଆଲୋଚନାଚକ୍ର ନେସ୍‌ନାଲ୍‌ ସର୍ଭିସ୍‌ ଫାଉଣ୍ଡେସନ୍‌ ବଲାଙ୍ଗିର ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର…
Read More...

ବଲାଙ୍ଗିର ଟାଉନ ହଲ୍‌ ପାଇଁ ୧ କୋଟି ୫୧ ଲକ୍ଷ, ଶାସ୍ତ୍ରୀନଗର କଲ୍ୟାଣ ମଣ୍ଡପ ପାଇଁ ୨.୫୦, କୋଟି ଓ ବିଷ୍ଣୁମୁଣ୍ଡା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଖୁବ୍ ଆକର୍ଷଣୀୟ ଲାଗିବ ବଲାଙ୍ଗିର ଟାଉନ ହଲ୍‌ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌରପରିଷଦ ତରଫରୁ ପୌରାଧ୍ୟକ୍ଷା ଲିକା ସାହୁ ଓ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ଟାଉନ ହଲ୍‌…
Read More...