ବିଶ୍ୱଶାନ୍ତି ପାଇଁ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସ୍ଥାନୀୟ ଲାଲଟିକ୍ରା ସ୍ଥିତ ରଘୁନାଥନଗରରେ ମହିଳାମାନଙ୍କ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ମହିଳା ଯୋଗଦେଇ ରଘୁନାଥନଗରରୁ କଳସ ଶୋଭାଯାତ୍ରାରେ ବାହାରି କାରଗିଲନଗରର ପଛପଟେ ଥିବା ପୋଖରୀରୁ ପାଣି ବୁଡାଇ ଫେରିଥିଲେ । ତେବେ ଆସନ୍ତାକାଲି ବିଶ୍ୱଶାନ୍ତି ନିମନ୍ତେ ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

seventeen − 8 =