Browsing Tag

balangir news

ବଲାଙ୍ଗିରବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦଶହରା ପୂଜା ଅବସରରେ ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା' ଦୁର୍ଗାଙ୍କୁ ଦର୍ଶନ କରି ସହରରେ ଆନନ୍ଦ ଉଲ୍ଲାସର ସହ ତଥା ଶାନ୍ତି ଶୃଙ୍ଖଳାର ସହ
Read More...

ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟରେ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୩-୨୪ ଶିକ୍ଷା ବର୍ଷରେ +୨ ଓ +୩ ଆଡମିଶନ କରିଥିବା ଛାତ୍ରମାନଙ୍କ ପାଇଁ ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟରେ ଫ୍ରେସର୍‌ ଡେ' ଭାବରେ ଗତକାଲି ଏକ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ମୁଖ୍ୟ ଅତିଥି
Read More...

ସ୍ୱାଭିମାନ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌

ବ୍ୟବସ୍ଥାରେ ଥିବା ବିଫଳତା ସମାଜସେବୀଙ୍କ ଦ୍ୱାରା ପୁରଣ ହୋଇଥାଏ - ସମରେନ୍ଦ୍ରଏହି ଭେଟଘାଟ ବିଭିନ୍ନତା ଭିତରେ ଏକତାର ବାର୍ତ୍ତା ଦେଉଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଭିମାନ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌ ନିଶ୍ଚିତ ଭାବରେ ସମାଜକୁ କିଛି ନୂତନ ବାର୍ତ୍ତା ଦେବେ । ଏହି ପରିବାର
Read More...

ଗାଁମୁହାଁ ଗୋଠ ଛଡ଼ା ଦନ୍ତା, ଭୟଭୀତ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚଳିତ ବର୍ଷ ଏକ ପ୍ରକାର ଧାନ ଫସଲ ଭଲ ହୋଇଛି । ବିଲରେ ଏବେ ଧାନ କେଣ୍ଡା ମାରିଲାଣି, ଆଉ ପ୍ରାୟ ମାସକ ମଧ୍ୟରେ ଚାଷୀ ଧାନ ଫସଲ ଅମଳ କରିବ । ଧାନ ଅମଳ କଲେ ବିକ୍ରି କରି ଧାର କରଜ ଟଙ୍କା ସୁଝିବ ଏବଂ ଆସନ୍ତା ଏକ ବର୍ଷ ଧରି ପରିବାର ଗୁଜାରଣ ପାଇଁ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ 'ସହଯୋଗ ଫାଉଣ୍ଡେସନ' ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନରେ ପ୍ରତିଷ୍ଠାତା ଅନିଲ ମୋଦିଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟକ୍ରମ ବିଷୟରେ ସୂଚନା
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଶାଳ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ବଲାଙ୍ଗିର କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଏକ ବିଶାଳ ରାଲି ବାହାରି କୋଶଳ କଳାମଣ୍ଡଳରେ ପହଂଚିଥିଲା । ୧୯୨୫ ମସିହା ବିଜୟା ଦଶମୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ହୋଇଥିବା
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨ ବର୍ଷ ହେଲା ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍‌ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ କରାଯିବ ବୋଲି ଆଜି ପିପି ଏକାଡେ଼ମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ରାଜ୍ୟ ସୂଚନା କମିଶନଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦଣ୍ଡିତ

ବଲାଙ୍ଗିର : ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଯୋଗାଇ ଦେବାରେ ଅବହେଳା କରିବା ସହିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ କୌଣସି ତଥ୍ୟ ଯୋଗାଇ ଦିଆଯାଇ ନଥିବା ଯୋଗୁଁ ଓଡିଶା ରାଜ୍ୟ ସୂଚନା କମିଶନର ବଲାଙ୍ଗିର ସଦର ବ୍ଲକର ତତ୍କାଳୀନ ଜନସୂଚନା ଅଧିକାରୀ ତଥା
Read More...

ଧର୍ମ ପରାୟଣା ମହିଳା ଫୁଲତୋଲି ଛତ୍ରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜାମଗାଁ ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିପାଲି ଗ୍ରାମର ସ୍ୱର୍ଗତ କାଲାମଣି ଛତ୍ରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ଫୁଲତୋଲି ଛତ୍ରିଆ(୭୫)ଙ୍କ ବଲାଙ୍ଗିର ସହର ଆନନ୍ଦନଗରରେ ତାଙ୍କ ମଝିଆ ପୁଅ ଲୁନ୍ଧୁ ଛତ୍ରିଆଙ୍କ ବାସଭବନରେ ଗତକାଲି ପୂର୍ବାହ୍ନ ୯ଟା
Read More...

ସାମାଜିକ ସଚେତନତା ଦ୍ଵାରା ଜଳବାୟୁ ପରିବର୍ତ୍ତନ ଏବଂ ନିୟନ୍ତ୍ରଣ ସମ୍ଭବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାପକ ଭାବେ ସାମାଜିକ ସଚେତନତା କରିବା ଦ୍ଵାରା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିହେବ । ବର୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ଵାରା ଆମ ପରିବେଶରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଆମେ ଦୈନଦିନ ସମ୍ମୁଖୀନ ହେଉଛୁ । କିନ୍ତୁ ତାହାର କାରଣ ଓ ନିରାକରଣ
Read More...