ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଶ୍ରୀ ଶ୍ରୀ ଅଷ୍ଟ ପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଶ୍ରୀ ଶ୍ରୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ତା ୨୮ରେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ଓ ତା ୨୯ରେ  ନାମ ଆରମ୍ଭ କରାଯାଇଥିଲା । ଆଜି ପୂର୍ଣ୍ଣାହୂତି କରାଯାଇଥିଲା । ଏଥିରେ ସଭାପତି ଭାବେ କରମଚାନ୍ଦ ଜୈନ, ପୂଜକ ଉମାଶଙ୍କର ତ୍ରିପାଠୀ, କର୍ତ୍ତା ନରହରି ପୁଞ୍ଜି ଓ ପୁତୁନା ପୁଞ୍ଜି କାର୍ଯ୍ୟ କରିଥିଲେ । ତା’ ସହ  କୋଷାଧ୍ୟକ୍ଷ ଗମ୍ଭୀର ବାଗ, ଟେପରୁ ପୁଞ୍ଜି, ପରମାନନ୍ଦ ଖର୍ସେଲ, ଅନନ୍ତ ବାଗ, ତୃପାମୟ ପୁଞ୍ଜି, ତେଜରାଜ ପୁଞ୍ଜି, ବାବୁଲାଲ ବାଗ, ଡୁଲାମଣି ପୁଞ୍ଜି, ଖଗେଶ୍ୱର ପୁଞ୍ଜି ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − eighteen =