Browsing Tag

balangir news

ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ମା’ ଗଜଲକ୍ଷ୍ମୀଙ୍କୁ ଆରାଧନା କଲେ ନରସିଂହ

ଲୋକଙ୍କୁ ଭେଟିି ଶୁଣିଲେ ସମସ୍ୟା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜାପୀଠରେ ପହଂଚି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମା’ ଲକ୍ଷ୍ମୀଙ୍କ ଆରାଧନା
Read More...

ମାହେଶ୍ୱରୀ ସଂଗଠନ ସଦର ବ୍ଲକର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଂଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଂଚାୟତ ସ୍ତରରେ କିଭଳି ଭାବରେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର
Read More...

ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ନରସିଂହ

ରାଜନୈତିକ ଚିନ୍ତାଧାରାର ଉଦ୍ଧ୍ୱର୍ରେ ରହି ବିକାଶ ପାଇଁ କାମ କରିବା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତାର ବାର୍ଷିକ ଉତ୍ସବ ପାଳନ କରୁଛି । ପ୍ରଧାନ କରିଥିବା ତାଙ୍କ ବିବରଣୀରୁ ଜଣାଯାଉଛି ଯେ ସମାଜସେବା କ୍ଷେତ୍ରରେ ଏହି ସଂଗଠନ ନିସ୍ୱାର୍ଥପର
Read More...

ବଲାଙ୍ଗିର ଦିନ୍‌ ପାଇଁ ସିଲିକନ ଭ୍ୟାଲିରେ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର ସହର ସ୍ଥିତ ସାଲେପାଲିର ସିଲିକନ୍‌ ଭ୍ୟାଲିଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଲିକନ୍‌ ଭ୍ୟାଲି ସୋସାଇଟିର ସଭାପତି ମିଥୁନ ପଟ୍ଟନାୟକ ଓ ସଂପାଦକ ବିନୟ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନ କାର୍ଯ୍ୟକ୍ରମରେ
Read More...

ବଲାଙ୍ଗିର ଦିନ ଉଧେ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆମର ପିଠାମଡା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ନାରିଶକ୍ତି ଫାଉଣ୍ଡେସନ ତରଫରୁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଆମର ପିଠାମଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପାରମ୍ପରିକ ପିଠାମଡା ପ୍ରତିଯୋଗିତା ରେ ବିଭିନ୍ନ ପ୍ରକାରର ପିଠା ମଡା ଦେଖିବାକୁ ମିଳିଥିଲା ।
Read More...

ବଲାଙ୍ଗିର ଦିନ ଉଧେ ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ସମଲେଇ ମନ୍ଦିର ଆଳତି କମିଟି ତରଫରୁ ବଲାଙ୍ଗିର ଟାଉନ୍ ହଲଠାରେ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ ସହରର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ଵାନ ହଲ୍‌ରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଶପଥ ପାଠ କରାଇଥିଲେ ।
Read More...

ଦୁର୍ଘଟଣା ରୋକିବାକୁ ରେଳ ବିଭାଗର ଆନ୍ତରିକତା ନାହିଁ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨୦ ବର୍ଷ ମଧ୍ୟରେ ଘଟିଥିବା ରେଳ ଦୁର୍ଘଟଣା ଗୁଡିକର ତଥ୍ୟ ଏଣେତେଣେ ରହିଛି । ଦୁର୍ଘଟଣା ଗୁଡିକ ବିଭିନ୍ନ ରେଳ ଜୋନରେ ଘଟିଥିବା କାରଣରୁ ଦୁର୍ଘଟଣା ଗୁଡିକ ବିଷୟରେ ତଥ୍ୟ ପାଇଁ ସମସ୍ତ ରେଳ ଜୋନକୁ ଆବେଦନକାରୀ ଆବେଦନ କରିପାରିବେ ବୋଲି ରେଳ ବିଭାଗର
Read More...

ବଲାଙ୍ଗିରରେ ବିଜୟ-ନରସିଂହଙ୍କ ସାକ୍ଷାତ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପ୍ରଦେଶ କଂଗ୍ରେସ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସି ଭେଟିବା ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ବିଧାୟକ ନରସିଂହଙ୍କ ସହ ଗତକାଲି
Read More...

ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଲା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ କମିଟି ତରଫରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୋଶଳାଞ୍ଚଳ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇ
Read More...