ଯୋଗେନ୍ଦ୍ର କର୍ମୀ କୋଶଳ ସେନାର ଜିଲ୍ଲା ସଭାପତି ଓ ଇନ୍ଦ୍ରମଣି ସାହୁ ସମ୍ପାଦକ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ ରାଜ୍ୟ ଗଠନ ସକାଶେ କ୍ରାନ୍ତିକାରୀ ଆନ୍ଦୋଳନକୁ ଓହ୍ଲାଇ ଥିବା କୋଶଳ ସେନାର ନୂତନ ଜିଲ୍ଲା ସଭାପତି ଭାବେ ଯୋଗେନ୍ଦ୍ର କର୍ମୀ ଓ ସମ୍ପାଦକ ଭାବେ ଇନ୍ଦ୍ରମଣି ସାହୁ ମନୋନୀତ ହୋଇଛନ୍ତି । ଉଭୟଙ୍କ ନେତୃତ୍ୱରେ କୋଶଳ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କୋଶଳ ସେନାର ରାଜ୍ୟ ସଭାପତି କୌସ୍ତୁଭ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 + 13 =