Browsing Tag

balangir news

ଦୁର୍ଘଟଣାରେ ଆହତ ଛାତ୍ରୀ ନିମର୍ଳା ସୁନାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଆଇଡିଏସ୍‌ଓର ଏସ୍‌ପିଙ୍କ ନିକଟରେ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ନିର୍ମଳା ସୁନା ପଢିବାକୁ ଯାଉଥିବା ବେଳେ ବଲାଙ୍ଗିର ବ୍ଲକ ଛକରେ ଏକ ଶ୍ରମିକ ବୋଝେଇ ଟାଟା ଏସ୍‌ ଗାଡି ତାଙ୍କ ଉପରେ ଚଢି ଯିବା ଯୋଗୁଁ ଗୁରୁତର
Read More...

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲରେ ଶିଶୁ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ
Read More...

ଆଠଗାଁ ହାଇସ୍କୁଲରେ ଶିଶୁ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୁଣ୍ୟ ଜନ୍ମତିଥିକୁ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ଅଧିନସ୍ଥ ଆଠଗାଁ ହାଇସ୍କୁଲରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ଓ ହାଇସ୍କୁଲର ମିଳିତ ସହଯୋଗରେ ଶିଶୁଦିବସ ପାଳନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ
Read More...

ବ୍ଲକ ଯାଦବ ମହାସଭାର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡାଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଦବ ସଚେତନତା ରଥ ପରିକ୍ରମା ଉପରେ
Read More...

ଜେଲ୍ ବନ୍ଦୀଙ୍କ ଅସହାୟ ନାବାଳକ ଉଦ୍ଧାର ଏବଂ ଥଇଥାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିଶୁ ଦିବସରେ ଜଣେ ଶିଶୁ ପ୍ରେମୀଙ୍କ ଫୋନ କଲ୍ ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ୍ ୬ ବର୍ଷ ବୟସର ନାବାଳକ ଶିଶୁ ପୁତ୍ର ଉଦ୍ଧାର କରିଥିଲେ । ଉକ୍ତ ଶିଶୁ ପୁତ୍ରଙ୍କ ପିତା ଶିବ ସୁନା ପ୍ରାୟ ଦେଢ଼ ବର୍ଷ
Read More...

ବ୍କୁଜୁମ୍ କନସେପ୍ଟ ସ୍କୁଲର ବାର୍ଷିକ ଖେଳ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍କୁଜୁମ୍ କନସେପ୍ଟ ସ୍କୁଲର ବାର୍ଷିକ ଖେଳ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସେଞ୍ଚୁରିଆନ ସ୍କୁଲର ପରିଚାଳନା ନିର୍ଦ୍ଦେଶକଙ୍କ ସଭାପତିତ୍ଵରେ ଉକ୍ତ ସ୍କୁଲର ଖେଳ ପଡ଼ିଆରେ ଏହି ଖେଳ ଉତ୍ସବ ଆରମ୍ଭ ହୋଇଥିଲା । ଏହି ଖେଳ ଉତ୍ସବରେ ଛାତ୍ରଛାତ୍ରୀମାନେ
Read More...

ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ସମାବେଶରେ କଂପିଲା ବଲାଙ୍ଗିର କଚେରୀ ଛକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ସମାବେଶରେ କଂପିଲା ବଲାଙ୍ଗିର କଚେରୀ ଛକ । ଆଜି ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ନଭେମ୍ବର ୨୫ ଓ ୨୬ରେ ବଲାଙ୍ଗିରରେ ହେବ ଅଲ୍‌ ଓଡ଼ିଶା ପାୱାର ଲିଫ୍‌ଟିଂ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ଟାଉନ୍‌ ହଲ୍‌ରେ ଅନୁଷ୍ଠିତ ହେବ ଅଲ୍‌ ଓଡ଼ିଶା ପାୱାର୍‌ ଲିଫ୍‌ଟିଂ ପ୍ରତିଯୋଗିତା । ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ଏମ୍‌ଏମ୍‌ ଫିଟ୍‌ନେସ୍‌ ୟୁନିସେକ୍ସ ପରିସରରେ ଆୟୋଜିତ ଏକ ସାମ୍ବାଦିକ
Read More...

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିରର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସ ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ସାରା ଓଡିଶାରେ ଓବିସି ଜନ ଜାଗରଣ ଯାତ୍ରା ଝାରସୁଗୁଡ଼ା ଜିଲ୍ଲାରୁ ଆରମ୍ଭ ହୋଇ
Read More...

ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିଠାରେ ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ ତଥା ଅତିଥି ପରିଚୟ ପ୍ରଦାନ
Read More...